ଶିଶୁ ବିକାଶ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ୪୦ତମ ବର୍ଷ ପ୍ରତିଷ୍ଠା ଅବସରରେ ପ୍ରାକ୍ଟିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସଭାପତି ମଦନ ମୋହନ ରଥଙ୍କ ସଭାପତିତ୍ୱରେ ଏକ ସଚେତନ ଓ ଜ୍ଞାନମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବରେ ଆଇ.ଆର୍.ଇ.ଏଲ୍. ନାଟକ ପାଇଁ ପୁରସ୍କୃତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୪୨ତମ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ପାଳନ ମହୋତ୍ସବ ଅବସରରେ ଛତ୍ରପୁର ଠାରେ ଅବସ୍ଥାପିତ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ନାଟକ ପାଇଁ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ସହ ପୁରସ୍କୃତ ହୋଇଛି । ଜାତୀୟ ଖଣି ସୁରକ୍ଷା ସପ୍ତାହ ପାଳନ…
Read More...

ଡିସେମ୍ବର୧୫ରେ ନିର୍ଝରିଣୀର ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ନିର୍ଝରିଣୀର ତ୍ରୟୋଦଶ ରାଜ୍ୟସ୍ତରୀୟ ସାରସ୍ଵତ ସମାବେଶ ଚଳିତ ମାସ ୧୫ ତାରିଖରେ ସ୍ଥାନୀୟ ଜି. ଆର. ପେଲେସରେ ଅନୁଷ୍ଠିତ ହେବ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସୂଚନା ଦେଇଛନ୍ତି ଯେ,…
Read More...

ଓଡ଼ିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବ ସମାରୋହରେ ବେଷ୍ଟ ସରପଞ୍ଚ ଭାବେ ବଙ୍ଗୋମୁଣ୍ଡା ସରପଞ୍ଚ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଭୁବେନେଶ୍ୱର ଗୀତ ଗୋବିନ୍ଦ ସଦନ ପରିସରରେ ଓଡିଶା ଟୁଡ଼େ ଇଂରାଜୀ ପତ୍ରିକାର ୨୦ତମ ବାର୍ଷିକ ଉତ୍ସବରେ ରାଜ୍ୟର ବେଷ୍ଟ ସରପଞ୍ଚ ଭାବେ ସମ୍ବର୍ଦ୍ଧିତ ହେଲେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ଯୋଶୀ । ଏଥିରେ ରାଜ୍ୟର…
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ରାମଜୀ ଯୁବକ ସଂଘ ତଥା ସୁଶ୍ରୀ ନର୍ସିଂ କଲେଜର ମିଳିତ ସହଯୋଗରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ଦୌରା ଜର୍ଜ ଡ. ପବିତ୍ର ମୋହନ ସାମଲ,…
Read More...

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜାଖମନ ସ୍ଥିତ କଦଳୀମୁଣ୍ଡା ଫରେଷ୍ଟ ନର୍ସରିରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚର ବାର୍ଷିକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ୨୦୦୨ ମେଟ୍ରିକ୍ ବେଚ୍‌ର ବହୁ ପୁରାତନ ଛାତ୍ର ଯୋଗଦେଇଥିବା…
Read More...

ମହିଳା ହିଂସା ବିରୁଦ୍ଧରେ ଦୃଢ଼ ପ୍ରୟାସ ମୂଳକ ସଚେତନତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପରିଷଦ ଛତ୍ରପୁରସ୍ଥ ଜଉଗଡ ସମ୍ମିଳନୀ କକ୍ଷରେ ଲିଙ୍ଗ ଭିତ୍ତିକ ହିଂସା ବିରୁଦ୍ଧରେ ଜନସଚେତନତା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଏହି ୧୬ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଯାପନୀ ସଭାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ…
Read More...

ସହରାଞ୍ଚଳ ନିବେଶରେ ୧୬ ଗୁଣ ବୃଦ୍ଧି; ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ପ୍ରଚେଷ୍ଟା ଜାରି

ସହରୀକରଣର ଦ୍ରୁତ ହାର ସହରାଞ୍ଚଳ ବିକାଶକୁ ଭାରତର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆରେ ପରିଣତ କରିଛି : ଶ୍ରୀ ମନୋହର ଲାଲ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସହରାଞ୍ଚଳ…
Read More...

ଡିସେମ୍ବର ୧୧ରୁ ଆରମ୍ଭ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ

• ଚଳିତ ବର୍ଷ ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହ୍ୟାକାଥନରେ ୧୫୦% ବୃଦ୍ଧି ରେକର୍ଡ କରାଯାଇଛି, ଫଳରେ ଏହା ବର୍ତ୍ତମାନସୁଦ୍ଧା ସର୍ବବୃହତ ସଂସ୍କରଣ ହୋଇଛି ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍‌ଆଇଏଚ୍)ର ସପ୍ତମ ସଂସ୍କରଣ ୧୧ ଡିସେମ୍ବର ୨୦୨୪ରୁ ଦେଶର ୫୧ଟି…
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଏକ ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା ୧୦ ଡିସେମ୍ବର ୨୦୨୪ ରିଖ ମଙ୍ଗଳବାରରେ ଅନୁଷ୍ଠିତ…
Read More...