ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ବିଭାଗ, ଲୋକ ପ୍ରଶାସନ ବିଭାଗ ଏବଂ ଇତିହାସ ବିଭାଗର ମିଳିତ ସହଯୋଗରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପି.ଜି.ସି କମିଟି ହଲରେ "ଆନ୍ତର୍ଜାତୀୟ ମାନବାଧିକାର ଦିବସ" ସୁଚାରୁ ରୂପେ ପାଳିତ ହୋଇଯାଇଛି । ବର୍ତ୍ତମାନ…
Read More...

ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ…

• ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ• ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି…
Read More...

ଡିଡି ଓଡ଼ିଆରେ ଆରମ୍ଭ ହେଲା ସାନ୍ତାଳୀ ଭାଷାରେ ସମାଚାର

ଦୂରଦର୍ଶନ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁବାଙ୍ଗିରିପୋଷିରେ ବିଭିନ୍ନ ରେଳ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ସମାଚାର ପ୍ରସାରଣ ସମ୍ପର୍କରେ ସୂଚନା ଦେଇଥିଲେ ଅଶ୍ୱିନୀ ବୈଷ୍ଣବସାନ୍ତାଳୀ ସମାଚାର…
Read More...

କସ୍ତୁରୀ ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ରୁ ୧୫

ସମ୍ମାନିତ ହେବେ ଚିନ୍ମୟୀ ଷଡ଼ଙ୍ଗୀ, ଡ଼ଃ ସମର ମୁଦାଲି, ଦୀପନ୍ୱିତ ଦାଶ ମହାପାତ୍ର ଓ ପ୍ରଶାନ୍ତ ସେଠୀ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ନାଟକ ତଥା ସାମାଜିକ ସାଂସ୍କୃତିକ ଅନୁଷ୍ଠାନ କସ୍ତୁରୀର ସାଂସ୍କୃତିକ ମହୋତ୍ସବ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ…
Read More...

ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜାର କଳସ ଯାତ୍ରା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଚୁଲିଫୁଙ୍କା ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ ସ୍ଥାନୀୟ ଗ୍ରାମବାସୀ ମା'ଭଉଣୀମାନେ ସହ ସହ ସଂଖ୍ୟାରେ କଳସ ଯାତ୍ରା ବିରାଟ ପଟୁଆରାରେ ବାହାରି ବସ୍ତି ପରିକ୍ରମା କରି ଦେବନ୍ଧରୁ କଳସୀରେରେ ଜଳ ଆଣି ମହାଲକ୍ଷ୍ମୀଙ୍କୁ…
Read More...

ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଶିକ୍ଷାର୍ଥୀଙ୍କ ଶିଳ୍ପାନୁଷ୍ଠାନ ପରିଦର୍ଶନ

ବରଗଡ଼, (କେପିଏନ୍‌ଏସ୍‌) : ଭାରତୀୟ ମାନକ ବ୍ୟୁରୋ ଭୁବନେଶ୍ଵର ଶାଖା ଆନୁକୂଲ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟର ମାନକ କ୍ଲବର ଛାତ୍ରଛାତ୍ରୀ ଶୈକ୍ଷିକ କ୍ଷେତ୍ର ପରିଭ୍ରମଣରେ ଆସି ଜିଲ୍ଲାରେ ଥିବା ଏସିସି ସିମେଣ୍ଟ କାରଖାନା ପରିଦର୍ଶନ କରିଥିଲେ…
Read More...

ଆଗଲପୁର ବ୍ଲକରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଆଗଲପୁର ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ…
Read More...

ଫସଲର ବିବିଧକରଣ କାର୍ଯ୍ୟକ୍ରମରେ ଖାଦ୍ୟପଦାର୍ଥକୁ ନେଇ ପ୍ରତିଯୋଗିତା

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ମହଖଣ୍ଡ ଗ୍ରାମରେ କୃଷି ଓ କୃଷକ ସଶକ୍ତକରଣ ଓଡିଶା ସରକାରଙ୍କ ତରଫରୁ ଏବଂ ତ୍ରିରଙ୍ଗା ଯୁବକ ସଂଘ ଦ୍ୱାରା ଡାଲି ଜାତୀୟ ଓ ପନିପରିବାକୁ ନେଇ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗ୍ରାମର ୫ଟି ସ୍ୱଂୟ ସହାୟକ ଦଳ ଅଂଶଗ୍ରହଣ କରିଥିଲେ…
Read More...

ପୋଷ୍ୟ ସନ୍ତାନ ଗ୍ରହଣ ଓ ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା

ତୁରେକେଲା, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖଠାରେ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ଶିଶୁ ଯତ୍ନ ଆଧାରିତ ସଚେତନତା ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣାନନ୍ଦ ପଟେଲଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...

ସାଇଭେଲି ୱାର୍ଲ୍ଡ ସ୍କୁଲର ୧୪ତମ ବାର୍ଷିକୋତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜମୁନାନାକି ସ୍ଥିତ ସାଇଭେଲି ୱାର୍ଲ୍ଡ ସ୍କୁଲର ୧୪ତମ ବାର୍ଷିକୋତ୍ସବ ସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ମମତା ନାୟକ ଓ ନିର୍ଦ୍ଦେଶକ ଗଣେଶ୍ୱର ପଟ୍ଟନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିପିୟୁଟିର କୂଳପତି ପ୍ରଫେସର…
Read More...