ଆଧୁନିକ ଜୀବନ ଶୈଳୀରେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ଭୂମିକା

ରାଉରକେଲା, (ସସ୍ମିତା ପ୍ରଧାନ) : ପୁରାତନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ମନୁଷ୍ୟ ବିଜ୍ଞାନକୁ ନେଇ ଅଗ୍ରଗତି କରି ସୁଖ ସ୍ୱାଚ୍ଛନ୍ଦ୍ୟର ଜୀବନ ଗଢ଼ି ତୋଳିଛି । କିନ୍ତୁ ପ୍ରକୃତ ଆତ୍ମାର ସୁଖ ଓ ଶାନ୍ତିର ଅନୁସନ୍ଧାନରେ ମନୁଷ୍ୟ ଆଜି ଆଧ୍ୟାତ୍ମିକତା ଆଡ଼କୁ ଆଗେଇ ଚାଲିଛି ମନରେ ଅସୁମାରୀ…
Read More...

ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମହତ କରେ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବଡମା' ପାର୍ବତୀ ଗିରି ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଟି.ଗଣ୍ଡପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ଉତ୍ସବକୁ ତହସିଲଦାର କର୍ଣ୍ଣ ସୁନା ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

୫ ବାଇକ ଚୋର ଗିରଫ : ୧୨ ବାଇକ୍ ଉଦ୍ଧାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାଇକ ଚୋରି ଘଟଣାରେ ବଲାଙ୍ଗିର ଟାଉନ୍ ପୁଲିସ୍ ୫ ଜଣ ବାଇକ୍ ଚୋର୍‌ଙ୍କୁ ଗିରଫ୍ କରିବା ସହ ସେମାନଙ୍କଠାରୁ ୧୨ଟି ବାଇକ୍ ଜବତ କରିଛି । ସେ ମଧ୍ୟରୁ ୨ ଜଣ ବଲାଙ୍ଗିର, ୨ଜଣ ବୌଦ୍ଧ ଓ ଜଣେ ସୋନପୁରର ହୋଇଥିବା ବେଳେ ଏନେଇ ଅଧିକ ତଦନ୍ତ ଚଳାଇଥିବା ଏସ୍‌ଡିପିଓ…
Read More...

ଗମ୍ଭାରୀଗୁଡା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ : ଗଣତି ଶେଷ, ପଦ ହରାଇବେ ସରପଞ୍ଚ

ତୁଷୁରା, (ଲକ୍ଷ୍ମୀକାନ୍ତ ସାହୁ) : ଗୁଡ଼ଭେଲା ବ୍ଲକ ଗମ୍ଭାରୀଗୁଡା ସରପଞ୍ଚ ପିଙ୍କି ବେଶ୍ରାଙ୍କ ବିରୋଧରେ ହୋଇଥିବା ଅନାସ୍ଥା ଭୋଟ୍‌ର ଗଣତି ଶେଷ ହୋଇଛି । ଅନାସ୍ଥା ସପକ୍ଷରେ ୮ଟି ଭୋଟ ପଡିଥିବା ବେଳେ ବିପକ୍ଷରେ ଶୂନ ଭୋଟ ପଡିଛି । ଅନ୍ୟପଟେ ସରପଞ୍ଚଙ୍କ ସମର୍ଥକ ମଧ୍ୟ ଭୋଟ ଦେଇ ନ ଥିବା ବେଳେ…
Read More...

ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସ – କୁରସୁଡ଼ ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ଖେଳପଡିଆଠାରେ ସ୍ୱାମୀ ବିବେକାନନ୍ଦ ପାଠାଗାର, ଏଥଲେଟିକ୍ସ ଏସୋସିଏସନ୍‌ ବଙ୍ଗୋମୁଣ୍ଡା ପକ୍ଷରୁ ପ୍ରଥମ ବର୍ଷ ଗୋପରାମ ହଂସ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଦ୍ଵିତୀୟ ଦିବସରେ ପହଞ୍ଚିଛି ।…
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବସନ୍ତ ଆଚାର୍ଯ୍ୟଙ୍କ ଧର୍ମପତ୍ନୀ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ପ୍ରତିମା ମିଶ୍ରଙ୍କ ୬୫ ବର୍ଷ ବୟସରେ ନିଜ ପେଲେସ ଲାଇନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ ମହିଳା ଥିଲେ । ତାଙ୍କ ଶେଷ ସମୟରେ ତିନିପୁତ୍ର ଲିପୁନ, ସିପୁନ ଓ ମିଥୁନ,…
Read More...

ଦେଓଗାଁ ଡାକ ବଙ୍ଗଳା ଛକ ନବାହ ପାରାୟଣ : ସୀତାରାମ ବିବାହ ପଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକ, ସାରସବାହାଲ ତଥା ବଣିକ ସଂଘ ଓ ସତସଂଘ ମଣ୍ଡଳୀର ଆନୁକୂଲ୍ୟରେ ଶନିବାର ଦିନରୁ ଆରମ୍ଭ ହୋଇଥିବା ଷଷ୍ଠତମ ଶ୍ରୀରାମ ଚରିତ ମାନସ (ତୁଳସୀ ରାମାୟଣ) ନବାହ ପରାୟଣର ସୋମବାର ସୀତା ବିବାହ ପଠନ କରାଯାଇଛି । ଏହି ପାରାୟଣ ପଠନରେ…
Read More...

ଅଜଣା ବ୍ୟକ୍ତିଙ୍କ ଶବ ସତ୍କାର କଲେ ସମାଜସେବୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କଟକ ଜିଲ୍ଲାର ସାଲେପୁର ଅଞ୍ଚଳର ଡମନା ସାହିର କୃଷ୍ଣପଦ ମିଶ୍ର ନାମକ ଜଣେ ବ୍ୟକ୍ତି ଟିଟିଲାଗଡ଼ ରଘୁନାଥ ପଡ଼ାରେ ଚାକିରିରୁ ଅବସର ନେବା ପରେ ରହୁଥିଲେ । ରବିବାର ରାତିରେ ତାଙ୍କର ମୃତ୍ୟୁ ହେବା ପରେ ତାଙ୍କର ଆତ୍ମୀୟ ସ୍ୱଜନ କେହି ନ ଥିବା ଜାଣି ମେଡିକାଲ…
Read More...

ମାଟିର୍ ପର୍ବ ମାଟିର୍ ଗର୍ବ”

ଉନ୍ମୋଚିତ ହେଲା କଣ୍ଟାବାଞ୍ଜି ମାଟିର୍ ମହୋତ୍ସବର ଲୋଗୋ ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆସନ୍ତା ମାର୍ଚ୍ଚ ୧୦,୧୧ ଏବଂ ୧୨ ତାରିଖ ତିନି ଧରି ଧୁମଧାମରେ ପାଳିତ ହେବାକୁ ଯାଉଛି କଣ୍ଟାବାଞ୍ଜି ମାଟିର୍ ମହୋତ୍ସବ ୨୦୨୫ ଏହାକୁ ଆବାହକ ପୁଷ୍ପକେତୁ…
Read More...

ଲୋକନାଥ +୨ ମହା ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦ୍‌ଯାପିତ

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଗୋଛାଡେଙ୍ଗେନ ସ୍ଥିତ ଲୋକନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ ମହାବିଦ୍ୟାଳୟ) ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ସର୍ବେଶ୍ୱର ପଧାନଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏଥିରେ…
Read More...