ଏକ୍ସପ୍ରେସ ଟ୍ରେନ ରହଣି ପାଇଁ ଡ଼ିଆର୍‌ଏମ୍‌ଙ୍କୁ ଦାବିପତ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଷ୍ଟେସନରେ ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ ଅହମଦାବାଦ ଓ ପୁରୀ ତିରୁପତି ରହଣି ପାଇଁ ଡ଼ିଆର୍‌ଏମ୍‌ ଭୂପିନ୍ଦର ସିଂ ଭଜ୍ୱାବାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ସୋମବାର ସନ୍ଧ୍ୟାରେ ଡ଼ିଆର୍‌ଏମ୍‌ ଭଜ୍ଵବା ଓ ଜେନେରାଲ…
Read More...

ନାରୀ ଓ ଶିଶୁ ସୁରକ୍ଷା ଆଇନଗତ ସଚେତନତା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅମର ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଟୁମଡୋଳାରେ ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀଙ୍କ ସଂଯୋଜନାରେ ଯୌନ ନିର୍ଯ୍ୟାତନା ନିବାରଣ ଓ ନାରୀ ସୁରକ୍ଷା ପାଇଁ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ସାହିତ୍ୟ ଏକାଡେମୀରେ ଭାରତ – ରୁଷ ଲେଖକ ସମ୍ମିଳନୀ

ଅନୁବାଦ କଳା : ନିଷ୍ଠା ବନାମ ସୃଜନଶୀଳତା ଉପରେ ଆଲୋଚନା ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ସାହିତ୍ୟ ଏକାଡେମୀ ତରଫରୁ ରୁଷ ଦୂତାବାସ ଏବଂ ନୂଆଦିଲ୍ଲୀର ରୁଷିଆନ ହାଉସ ସହଯୋଗରେ ଭାରତ - ରୁଷିଆନ ଲେଖକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ସମ୍ମିଳନୀରେ ଆଲୋଚନାର ବିଷୟ ଥିଲା ଅନୁବାଦ କଳା :…
Read More...

“କଳାକୃତି” ଦିବସକୁ ଉଦ୍‌ଘାଟନ କଲେ କୁଳପତି ଗୀତାଞ୍ଜଳି ଦାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଏଜୁକେସନ୍ ବିଭାଗରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା କଳା ପ୍ରଦର୍ଶନୀ, "କଳାକୃତି"ର ଉଦ୍‌ଘାଟନ ଦିବସ ବିଶ୍ଵବିଦ୍ୟାଳୟର କୁଳପତି ମହୋଦୟା ପ୍ରଫେସର ଗୀତାଞ୍ଜଳି ଦାସଙ୍କ ଦ୍ୱାରା…
Read More...

ପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସ୍ୱାଗତ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ, ବଲାଙ୍ଗିର ଶାଖା ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇପ୍ରଦୀପ କୁମାର ନାଗଙ୍କୁ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ…
Read More...

ବଲାଙ୍ଗିର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା : ସ୍କୁଲକୁ ଯାଇ ତଦନ୍ତ କଲା ପୋଲିସ ଓ…

ବଲାଙ୍ଗିର : ବଲାଙ୍ଗିର ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ କନିଷ୍ଠ ଛାତ୍ରମାନଙ୍କୁ ବରିଷ୍ଠ ଛାତ୍ର ମାଡ଼ ମାରିବା ଘଟଣାରେ ସ୍କୁଲକୁ ଯାଇ ତଦନ୍ତ କଲା ପୋଲିସ ଓ ଜିଲ୍ଲା ପ୍ରଶାସନ । ତେବେ ଗତ ୩୧ ତାରିଖରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ର ମାନେ ଭଲିବଲ…
Read More...

ଠକ ତ ସୁପର ଠକ : ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବି ଛାଡିଲାନି

ଲୋଇସିଂହା : ଠକ ତ ସୁପର ଠକ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ବି ଛାଡ଼ିବାରେ ପଛାଇଲାନି । ଶେଷରେ ତାଙ୍କ ଲେଟର ପ୍ୟାଡ଼୍‌ ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ଠକିଥିଲା । ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରାଇ ଦେବା, ଚାକିରି ନିୟମିତ ଓ ବଦଳି କରିଦେବାର ପ୍ରଲୋଭନ ଦେଖାଇ ୩…
Read More...

ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନରେ କଂସ ମର୍ମାହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ଟା ରୁ ୪ ମଧ୍ୟରେ ଗୋପାଳିଲା ପରାୟଣ ଅନୁଷ୍ଠିତ କାର୍ଯ୍ୟକ୍ରମ ସହ ସମସ୍ତ ଭକ୍ତଙ୍କ ପାଇଁ…
Read More...

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଚତୁର୍ଥ ଦିନ

ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଚତର୍ଥ ଦିବସରେ ଇସ୍ପାତ ସାହିତ୍ୟ ସଂସଦର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ…
Read More...

ଅଲାଲବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ଭୋଗରାଇ (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ମହେଶପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଲାଲବିନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବରଞ୍ଜନ ସେଠୀ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ…
Read More...