୭୭ ଲିଟର ମଦ ଜବତ : ୨ ଗିରଫ

ତୁଷୁରା, (ଖୁସି ରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୨ଟି ସ୍ଥାନରେ ଚଢ଼ାଉ କରି ୭୭ ଲିଟର ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ତୁଷୁରା ଥାନା ଅନ୍ତର୍ଗତ କେନ୍ଦୁଘାଟ ଛକ ଦେଇ ଏକ ବାଇକରେ କେନ୍ଦୁଘାଟ ଗ୍ରାମର କାଳିଆ ସା ଦେଶୀମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

କଣ୍ଟାବାଞ୍ଜି , (ଯୁଗଳ କିଶୋର ଶବର) : ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରାଭେଲର ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ମୃତ । ବଙ୍ଗୋମୁଣ୍ଡା ପଟୁ ଆସୁଥିବା ଏକ ଟ୍ରାଭେଲର ଗାଡ଼ି କଣ୍ଟାବାଞ୍ଜି ପଟୁ ଯାଉଥିବା ଏକ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀଙ୍କ…
Read More...

କାରର ପଛପଟ କାଚ ଭାଙ୍ଗିଲେ ଦୁବୃର୍ତ୍ତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଜିର ଯୁଗରେ ଘର ବାହାରେ ନିଜର ଗାଡ଼ି ରଖିବା ବି ବିପଦ ହୋଇଗଲାଣି । ଟିଟିଲାଗଡ଼ ୱାର୍ଡ ନମ୍ବର ୨ର ବାସିନ୍ଦା ମଣି ଚରଣ ପଣ୍ଡାଙ୍କ ଘର ବାହାରେ ନିଜର ଡିଜାୟର କାର ଓଡ଼ି୦୩ଡବ୍ଲୁ ୯୧୧୩ ନମ୍ୱର୍ ବିଶିଷ୍ଟ କାର ନିଜ ଘର ସମ୍ମୁଖରେ ପ୍ରତିଦିନ ରଖୁଥିଲେ ।…
Read More...

ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସାହୁପଡ଼ା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଚବିଶ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ମହିଳା, ପୁରୁଷ ଦେଓଗାଁ ଯୋଗୀ ସାଗରରୁ ଜଳ ଭର୍ତ୍ତି କଳସ ଆଣି ଦେଓଗାଁ ଓ କଛାରପାଲି ଗାଁ ପରିକ୍ରମା…
Read More...

ସାସାକାବା ଇଣ୍ଡିଆ ଲେପର୍ସି ଫାଉଣ୍ଡେସନ ତରଫରୁ କୁଷ୍ଠ ରୋଗ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପତିତପାବନ ଏକାଡେମୀଠାରେ ସ୍କୁଲର ଛାତ୍ରମାନଙ୍କୁ ନେଇ କୁଷ୍ଠ ରୋଗର କାରଣ ଓ ନିରାକରଣ ଏବଂ ଏହା ଉପରେ ସଚେତନତା ସୃଷ୍ଟି ପାଇଁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ବଭାରତୀୟ ଅନୁଷ୍ଠାନ ସାସାକାବା ଇଣ୍ଡିଆ ଲେପର୍ସି ଫାଉଣ୍ଡେସନ ତରଫରୁ ତଥା…
Read More...

ଜାତୀୟ ଫାଇଲେରିଆ ନିରାକରଣ ନିମନ୍ତେ ସଚେତନତା ଶୋଭାଯାତ୍ରା

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ) : ଜାତୀୟ ଫାଇଲେରିଆ ବା ବାତଜ୍ଵର ନିରାକରଣ ପାଇଁ ଔଷଧ ସେବନ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଲା ଅମ୍ବାଦଳା ସାମନ୍ତ ମହାବିଦ୍ୟାଳୟର +୨ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ…
Read More...

ପାନପୋଷ ସାଙ୍ଗଠନିକ ଜିଲ୍ଲା ତରଫରୁ ବିଜୟ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ଦିଲ୍ଲୀ ବିଧାନ ସଭା ନିର୍ବାଚନର ଭୋଟ ଗଣତିରେ ବିଜେପି ପ୍ରଚଣ୍ଡ ବିଜୟ ଲାଭ କରିଥିବାରୁ ବିଜେପି ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଆଜି ପାନପୋଷ ସାଙ୍ଗଠନିକ ଜିଲ୍ଲା ତରଫରୁ ରାଉଲକେଲା ସେକ୍ଟର ୧୯ ସ୍ଥିତ ଆମ୍ବାଗନ୍ ଛକ ଠାରେ ବିଜୟ ଉତ୍ସବ…
Read More...

ଆଜିଠୁ ସନ୍ଥକବିଙ୍କ ସମାଧିପୀଠରେ ମାଘମେଳାଯାତ୍ରା

ପଣ୍ଡିତ ଦୈତାରୀ ମହାପାତ୍ର ପାଇବେ ଭୀମଭୋଇ ସ୍ମୃତି ସମ୍ମାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସନ୍ଥକବି ଭୀମଭୋଇଙ୍କ ସାଧାନା, ସିଦ୍ଧି ଓ ସମାଧିପୀଠ ଖଲିଆପାଲିଠାରେ ପବିତ୍ରମାଘ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଫେବୃୟାରୀ ୯ ତାରିଖରୁ ୧୩ ତାରିଖ…
Read More...

ଭାବବିହ୍ଵଳ ପରିବେଶରେ ଆନ୍ଧ୍ରାଡେରା ବିଦ୍ୟାଳୟର ଶିକ୍ଷକ ଅଶାଢୁ ପାଣ୍ଡେଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ଆନ୍ଧରା ଡେରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଷାଢୁ ପାଣ୍ଡଙ୍କ ଅବସରକାଳୀନ ସମ୍ବର୍ଦ୍ଧନାସଭା ସିଆରସିସି ଶୁଭଲାଲ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

ରାଉରକେଲା ଦେଖିଲା ଐତିହାସିକ ଯୁବ ସମ୍ମିଳନୀ

ବିପିୟୁଟି କନଫରେନ୍ସ ହଲରେ ଆୟୋଜିତ ବିକଶିତ ଭାରତ ବିକଶିତ ଓଡ଼ିଶାରେ ଯୁବକଙ୍କ ଭୂମିକା କାର୍ଯ୍ୟକ୍ରମରେ ଯୋଗ ଦେଲେ ସମ୍ପୂର୍ଣ୍ଣ ରାଉରକେଲାରୁ ୧୨୦୦ ଛାତ୍ରଛାତ୍ରୀ ରାଉରକେଲା, (ସସ୍ମିତା ପ୍ରଧାନ) : ବିପିୟୁଟି ସମ୍ମିଳନୀ କକ୍ଷରେ ନରେନ୍ଦ୍ର ମୋଦି ସେବା ସଂକଳ୍ପ ସମିତି ଏବଂ ନବଜ୍ୟୋତି…
Read More...