ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ଜଣେ ଲବ୍ଧ-ପ୍ରତିଷ୍ଠିତ ନାଟ୍ୟକାର, ଗାଳ୍ପିକ, କବି ମଞ୍ଚ ପରିଚାଳକ, ନିର୍ଦ୍ଦେଶକ ଯେ, କି ଛତ୍ରପୁର ମାଟିରେ ବଢ଼ିଥିଲେ । ନାଟ୍ୟକାର କିଶୋର ଚନ୍ଦ୍ର ସାହୁଙ୍କ ବିୟୋଗରେ ଏକ ଶୋକସଭା ଛତ୍ରପୁର ନିକଟସ୍ଥ ପୁରୁଣା ବ୍ୟାଘ୍ରଦେବୀ ମନ୍ଦିର…
Read More...

ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଫୁଲିତ୍ ଭେଙ୍ଗ୍ରା ସଭାପତିତ୍ୱ…
Read More...

ସଚେତନ ନାଗରିକ ମଞ୍ଚର ୧୧ତମ ବାର୍ଷିକୋତ୍ସବ ଓ ଆଲୋଚନା ସଭା

ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି : ଶ୍ରୀ ତ୍ରିପାଠୀ ରାଉରକେଲା, (ସସ୍ମିତା ପ୍ରଧାନ) : ଜିଲ୍ଲାର ବିକାଶ ରାଉରକେଲା ଉପରେ ନିର୍ଭର କରୁଛି । ତେଣୁ ରାଉରକେଲାର ବିଭିନ୍ନ କ୍ଷେତ୍ରରେ ବିକାଶର ଆବଶ୍ୟକତା ରହିଛି ବୋଲି ମୁଖ୍ୟଅତିଥି ପ୍ରାକ୍ତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ…
Read More...

ତୁଷୁରାରେ ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

ତୁଷୁରା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରରେ ଦୀର୍ଘ ବର୍ଷ ହେଲା ସରକାରୀ ଜାଗାକୁ ଲୋକେ ଜବର ଦଖଲ କରି ଥିବା ବେଳେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଜି ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦ…
Read More...

ଜିଲ୍ଲା ବିଶ୍ୱାବସୁ ଶବର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନବୀନ ଭୋଇ ପାଟଣାଗଡ ଉପଖଣ୍ଡ ସଭାପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବିଶ୍ୱାବସୁ ଶବର ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଅକୃର କାଲସାଏ ସଭାପତି କୁଡାସିଂହା କେନ୍ଦ୍ର ଓ ଶୁକଦେବ ନାଗ ବଡବନ୍ଧଙ୍କ ମିଳିତ ଅଧ୍ୟକ୍ଷତାରେ ଶତାଧିକ ପୁରୁଷ ମହିଳା କଳସ…
Read More...

ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ରାଜ୍ୟ ସଭାପତି ବିଶ୍ୱରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଖଣ୍ଡ ଅର୍ନ୍ତଗତ ଭଇଁଷାରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମ ଖଣ୍ଡ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ…
Read More...

ମନୋଜ ମେମୋରିଆଲ୍‌ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଖପ୍ରାଖୋଲ୍, (କେପିଏନ୍‌ଏସ୍‌) : ସ୍ଥାନୀୟ ବେନ୍ଦେର ହାଇସ୍କୁଲ ପଡିଆରେ ମନୋଜ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୧୬ଟି ଦଳ ଅଂଶଗ୍ରହଣ କରିଥିବା ହେଳେ ଫାଇନାଲ ମ୍ୟାଚ୍ ବେନ୍ଦେର ଓ ଝାଙ୍କ୍ରିପାଲି କ୍ରିକେଟ୍ ଦଳ ମଧ୍ୟରେ ହୋଇଥିଲା । ଏହି ମ୍ୟାଚ୍‌ରେ…
Read More...

ନାବାଳିକାଙ୍କ ମୃତଦେହ ଉଦ୍ଧାର : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ତୁରେକେଲା, (ପିତାମ୍ବର ଦୀପ) : ନାବାଳିକାଙ୍କ ଆତ୍ମହତ୍ୟା । କାରଣ ଅସ୍ପଷ୍ଟ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ତୁରେକେଲା ଥାନା ଅନ୍ତର୍ଗତ ମହଖଣ୍ଡଗାଁରେ । ମହଖଣ୍ଡଗାଁର ଶିବାନୀ ଧରୁଆ ନାମ୍ନୀ ଜଣେ ନାବାଳିକା ବେକରେ ଶାଢ଼ି ଦେଇଘର ଭିତରରେ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକେ…
Read More...

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୨ତମ ବାର୍ଷିକ ଉତ୍ସବ

ସାମ୍ବାଦିକଙ୍କ ସୁରକ୍ଷା, ସମ୍ମାନ ନିତାନ୍ତ ଜରୁରୀ ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆଜି ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ୧୨ତମ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ…
Read More...

୭୭ ଲିଟର ମଦ ଜବତ : ୨ ଗିରଫ

ତୁଷୁରା, (ଖୁସି ରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ଅବକାରୀ ବିଭାଗ ୨ଟି ସ୍ଥାନରେ ଚଢ଼ାଉ କରି ୭୭ ଲିଟର ମଦ ଜବତ କରିବା ସହ ୨ ଜଣକୁ ଗିରଫ କରିଛି । ତୁଷୁରା ଥାନା ଅନ୍ତର୍ଗତ କେନ୍ଦୁଘାଟ ଛକ ଦେଇ ଏକ ବାଇକରେ କେନ୍ଦୁଘାଟ ଗ୍ରାମର କାଳିଆ ସା ଦେଶୀମଦ ନେଇ ଯାଉଥିବାବେଳେ ଅବକାରୀ ବିଭାଗ…
Read More...