ବିରାଟ ଭାଙ୍ଗିଲେ ସଚିନ୍ଙ୍କ ରେକର୍ଡ ପୂରଣ କଲେ ୧୪ ହଜାର ରନ୍
ନୂଆଦିଲ୍ଲୀ : ୨୯୯ତମ ଦିନିକିଆ ମ୍ୟାଚ୍ର ୨୮୭ତମ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ଏହି ରେକର୍ଡ ସଚିନ୍ ତେନ୍ଦୁଲକରଙ୍କ ନାମରେ ଥିଲା । ଇତିହାସ ରଚିଲେ ବିରାଟ କୋହଲି । ଭାଙ୍ଗିଲେ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ । ଟିମ୍ ଇଣ୍ଡିଆର ଷ୍ଟାର୍!-->…
Read More...
Read More...