ସୁଭଦ୍ରା ଯୋଜନାରେ ଆଜି ମିଳିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର : ଆଜି ‘ସୁଭଦ୍ରା’ ଯୋଜନାରେ ଆସିବ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ । ଦିନ ସାଢେ ୧୨ଟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରୁ ଆବାସୀ ମାଧ୍ୟମରେ ଶୁଭାବମ୍ଭ କରିବେ ।…
Read More...

ଏମଡବ୍ଲୁସି ୨୦୨୫ରେ ଭାରତର ଟେଲିକମ ରୂପାନ୍ତରୀକରଣକୁ ଦର୍ଶାଇଲେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭାରତର ଟେକ ଗଭର୍ଣ୍ଣାନ୍ସ ପାଇଁ ନବୀନ ପ୍ରକ୍ରିୟା, ସମୂହତା, ସ୍ଥାୟିତ୍ୱ ଓ ବିଶ୍ୱାସ ଜରୁରୀ : ଜେ.ଏମ.ସିନ୍ଧିଆସ୍ପେକ୍ଟ୍ରମ ପରିଚାଳନା, ବଜାର ସ୍ଥାୟିତ୍ୱ, ଟେଲିକମ ନିୟମ, ଖାଉଟିଙ୍କ ସାଇବର ସୁରକ୍ଷା ଉପରେ ଗୁରୁତ୍ୱାରୋପ : ଜେ.ଏମ.ସିନ୍ଧିଆବିଶ୍ୱରେ ଭାରତର ଟେଲିକମ ବିପ୍ଲବ ଉପରେ ବିଶ୍ୱ…
Read More...

ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ – ପର୍ବତମାଳା ପରିଯୋଜନା ଅଧୀନରେ ଉତ୍ତରାଖଣ୍ଡ ରାଜ୍ୟର ଗୋବିନ୍ଦଘାଟରୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ଗୋବିନ୍ଦଘାଟରୁ ହେମକୁଣ୍ଡ ସାହିବ ଜି ପର୍ଯ୍ୟନ୍ତ ୧୨.୪ କିଲୋମିଟର ରୋପୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର କରିଛି । ୨,୭୩୦.୧୩ କୋଟି…
Read More...

ଜାତୀୟ ରୋପୱେ ବିକାଶ କାର୍ଯ୍ୟକ୍ରମ – ପର୍ବତମାଳା ପରିଯୋଜନା ଅଧୀନରେ ଉତ୍ତରାଖଣ୍ଡ ରାଜ୍ୟରେ ସୋନପ୍ରୟାଗରୁ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ସୋନପ୍ରୟାଗରୁ କେଦାରନାଥ ପର୍ଯ୍ୟନ୍ତ ୧୨.୯ କିଲୋମିଟର ରୋପୱେ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁର କରିଛି । ଡିଜାଇନ୍, ବିଲ୍ଡ, ଫାଇନାନ୍ସ,…
Read More...

ଦେଓଗାଁରେ ଚର୍ଚ୍ଚା : ଭିକ ମାଗିବାକୁ ଆସି ନେଇଗଲେ ମୋବାଇଲ ଫୋନ୍

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦୁର୍ବୃତ୍ତ ଭିକ ମାଗି ଆସିବା ବାହାନାରେ ଘରୁ ଚୋରି କରୁଥିବା ନେଇ ଅଭିଯୋଗ ହୋଇଛି । ବୁଧବାର ଦିନ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଦେଓଗାଁ ପଞ୍ଚାୟତ କଛାରପାଲି ଗାଁରେ । ଗାଁର ସାହୁପଡ଼ାକୁ ୨ଜଣ ଯୁବତୀ ଓ ଜଣେ ପୁରୁଷ ଭିକ୍ଷାବୃତ୍ତି କରିବାକୁ…
Read More...

ଘରେ ପଶି କଳାକନା ବୁଲେଇଲେ ଲୁଟେରା

ଭୁବନେଶ୍ୱର, : ଘରେ କେହି ନଥିବାର ସୁଯୋଗ ନେଇ କଳାକନା ବୁଲେଇଲେ ଲୁଟେରା । ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆରମ୍ଭ କରିଛି ଛାନଭିନ୍‌ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଗୋପପୁର ଗାଁରେ ଏଭଳି…
Read More...

ବୁଲଡୋଜର ଆଗରେ ଶୋଇ ଆନ୍ଦୋଳନ କଲେ କଳାକାର

ତୁଷୁରା, (ଖୁସିରାନୀ ସାହୁ) : ବୁଲଡୋଜର ଆଗରେ ଶୋଇ ଆନ୍ଦୋଳନ କଲେ କଳାକାର । କଳାକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ବର୍ଷ ହେବ ତୁଷୁରା ସହରର କୃଷ୍ଣପ୍ରିୟା କଳା ପରିଷଦ ଅନୁଷ୍ଠାନର କଳାକାରମାନେ ଏକ ସରକାରୀ ଜାଗାରେ ଘର ନିର୍ମାଣ କରି ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ହୋଇଥିବା ଟ୍ରଫି ଓ…
Read More...

ଶିମିଳି ଗଛରୁ ଖସି ଯୁବକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ମହୁରୁଣ୍ଡି ଗ୍ରାମରେ ଜଣେ ଯୁବକ ଗଛରୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ଘଟଣା ପରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ତୁରେକେଲା ଥାନା ଡେବିରିଆମୁଡା ଗ୍ରାମର ବଳରାମ ଶବରଙ୍କ ପୁତ୍ର ଜିତୁ ଶବର(୨୦)…
Read More...

ବିଜେପିର ପଦ୍ମପୁର ବିଧାନ ସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଭାରତୀୟ ଜନତା ପାର୍ଟି ଜଗଦଲପୁର ମଣ୍ଡଳର କୁମୀର ଗ୍ରାମ ଠାରେ ଜଗଦଲପୁର ପୂର୍ବତନ ମଣ୍ତଳ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ ପଦ୍ମପୁର ବିଧାନସଭା ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ…
Read More...

ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା ସଂକଳ୍ପ ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ସ୍ଥିତ ସମବାୟ ବ୍ୟାଙ୍କ ସମ୍ମୁଖରେ ମୁର୍ମୁଷ ଅବସ୍ଥାରେ ଅଚେତ ହୋଇ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ପଦ୍ମପୁର ପୋଲିସ କର୍ମଚାରୀ ଅଭିମନ୍ୟୁ ସାହୁଙ୍କ ଠୁ ଖବର ପାଇ ସଂକଳ୍ପ ପରିବାର ବରଗଡର ସଦସ୍ୟ ଆୟୁଷ୍ମାନ ବାରିକ, ବବଲୁ ସାହୁ, ନିରାକାର…
Read More...