ଦକ୍ଷିଣ ରାଉରକେଲାରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଆଇ ଡି ଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ…
Read More...

ଜୀବନବୀମା ନିଗମ, ଅବସରପ୍ରାପ୍ତ ଅଫିସର ସଂଘର ସ୍ୱତନ୍ତ୍ର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସର୍ବଭାରତୀୟ ଜୀବନ ବୀମା ପ୍ରଥମ ଶ୍ରେଣୀ ଅବସରପ୍ରାପ୍ତ ଅଫିସର ସଂଘର ଓଡିଶା ଶାଖା ଅଧିନସ୍ଥ ସମ୍ବଲପୁର ମଣ୍ଡଳ ୟୁନିଟ ତରଫରୁ ରାଉରକେଲା ଠାରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଶାଖାର କାର୍ଯ୍ୟକାରୀ ସଦସ୍ୟ ନୃସିଂହ ଚରଣ ବିଶ୍ଵାଳଙ୍କ…
Read More...

ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ ଜରୁରି

ନୂଆଦିଲ୍ଲୀ : ମହିଳାଙ୍କୁ ପୂଜା ନୁହେଁ, ସମ୍ମାନ କରିବା ଅଧିକ ଜରୁରି । ଯେଉଁଠାରେ ମହିଳାଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଈଶ୍ୱର ବିରାଜମାନ କରନ୍ତି । ଆମକୁ ମାନସିକତା ବଦଳାଇବାର ଅଛି । ଦେଶରେ ଲିଙ୍ଗଗତ ସମାନତା ଏବେ ବି ଅଧୁରା ରହିଛି । ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌…
Read More...

ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଗ୍ୟାରେଜ

ପାରାଦୀପ : ଜଳିଗଲା ଗ୍ୟାରେଜ ସହ ଦୋକାନ । ପାରାଦୀପରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ବୁଧବାର ବିଳମ୍ବିତ ରାତିରେ ପାରାଦୀପ ସହରର ଦୋଛକି ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ପ୍ରଥମେ ଗ୍ୟାରେଜରେ ଥିବା ପୋଡା ମୋବିଲ ତେଲରେ ନିଆଁ ଲାଗିଯାଇଥିଲା । ନିଆଁ…
Read More...

ଆଜି ଥିଲା ମାଟ୍ରିକ ପରୀକ୍ଷାର ଶେଷ ଦିନ, ହେଲେ ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ

ମାଲକାନଗିରି : ଅଧାରେ ରହିଲା ମାଟ୍ରିକ ପରୀକ୍ଷା । ଦୁର୍ଘଟଣାରେ ଚାଲିଗଲା ଛାତ୍ରଙ୍କ ଜୀବନ । ୨ ଜଣ ଛାତ୍ର ଏକ ବାଇକ୍‌ରେ ପରୀକ୍ଷା ଦେବାକୁ ଯାଉଥିଲେ ହେଲେ ଚନ୍ଦନପଡ଼ାରେ ନିକଟରେ ବିପରୀତ ଦିଗରୁ ଆସୁଥିବା ପିକଅପ୍‌ ଭ୍ୟାନ୍‌ ସହ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା ଘଟଣାସ୍ଥଳରେ ଜଣେ…
Read More...

ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ କାର୍ଯ୍ୟକ୍ରମର ଶୁଭାରମ୍ଭ : ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ଗ୍ରାମ ପଞ୍ଚାୟତର…

• ଗ୍ରାମରେ ସ୍ୱାସ୍ଥ୍ୟ ପଦକ୍ଷେପର ସଫଳତା ପାଇଁ ମହିଳା ଅନୁକୂଳ ପଞ୍ଚାୟତର ଅଗ୍ରଗତି ପଞ୍ଚାୟତ ସହଯୋଗର ତଦାରଖ ନିମନ୍ତେ ରିଅଲ ଟାଇମ୍ ଡ୍ୟାସବୋର୍ଡର ଶୁଭାରମ୍ଭ• ସ୍ଵାସ୍ଥ୍ୟ ପଦକ୍ଷେପ ଗୁଡିକର ସଫଳତା ନିମନ୍ତେ ପଞ୍ଚାୟତର ସହଯୋଗ ଗୁରୁତ୍ଵପୂର୍ଣ୍ଣ : ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଅନୁପ୍ରିୟା…
Read More...

ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ବଡବାବୁ

କଟକ : ଡେପୁଟି ଟ୍ରାନ୍ସପୋର୍ଟ କମିଶନରଙ୍କ ଘରେ ପଶିଲା ଭିଜିଲାନ୍ସ । ଡେପୁଟି କମିଶନର ପ୍ରଦୀପ ମହାନ୍ତିଙ୍କ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରାଯାଇଛି । କଟକ ଅଫିସ ସହ ଭୁବନେଶ୍ୱର, ନୟାଗଡ, ଖୋର୍ଦ୍ଧା, ପୁରୀ ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ…
Read More...

ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି

ଜାପାନ ପ୍ରତିନିଧି ଦଳରେ ମାନୁଫାକ୍ଚରିଂ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରର କର୍ପୋରେଟ୍ ହାଉସର ନେତାମାନେ ସାମିଲ ଅଛନ୍ତିମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ' ପ୍ରତି ଜାପାନର ଦୃଢ଼ ପ୍ରତିବଦ୍ଧତାକୁ…
Read More...

‘ନିଯୁକ୍ତି ସୁଯୋଗ ବୃଦ୍ଧି- ଜନତା, ଅର୍ଥବ୍ୟବସ୍ଥା ଏବଂ ନବସୃଜନରେ ନିବେଶ’ ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ…

ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଏକ ସୁଦୃଢ଼ ଶ୍ରମଶକ୍ତି ଏବଂ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ପାଇଁ ପଥ ପରିଷ୍କାର କରିଛି : ପ୍ରଧାନମନ୍ତ୍ରୀନିବେଶ କ୍ଷେତ୍ରରେ ଭିତ୍ତିଭୂମି ଏବଂ ଶିଳ୍ପ ଭଳି ଆମେ ଜନସାଧାରଣ, ଅର୍ଥବ୍ୟବସ୍ଥା ଏବଂ ନବସୃଜନକୁ ସମାନ ପ୍ରାଥମିକତା ଦେଇଛୁ :…
Read More...

ସ୍କର୍ପିଓକୁ ପିଟିଲା ହାଇୱା ଜଣେ ମୃତ, ୩ ଗୁରୁତର

ବାଲିପାଟଣା : ପୁରୀ ଏନଏଚ ଗୁଡ଼ିଆ ପୋଖରୀ ଛକ ନିକଟ ଏହି ଦୁର୍ଘଟଣା ହୋଇଛି । ଏଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତ୍ରିରେ ଭୁବନେଶ୍ଵର-ପୁରୀ ଏନଏଚରେ ଦୁର୍ଘଟଣା ହୋଇଛି ।…
Read More...