ବିଲୁଆ ଆକ୍ରମଣରେ ୪ ଆହତ

ଆଠଗଡ଼ : ଶୌଚ ପାଇଁ ଯାଇଥିବା ବେଳେ ବିଲୁଆ ଆକ୍ରମଣ । ଯେଉଁଥିରେ ୪ ଜଶ ଆହତ ହୋଇଛନ୍ତି । କଟକ ଜିଲ୍ଲା ତିଗିରିଆ ବ୍ଲକ ହରିଶରଣପୁର ଗ୍ରାମରେ ଏଭଳି ଘଟଣା ଘଟିଛି । ସମସ୍ତ ଆହତଙ୍କୁ ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖବର ଅନୁସାରେ ହରିଶରଣପୁର ଗାଁର କିଛି…
Read More...

୭ବର୍ଷ ପରେ ପୂରଣ ହେଲା ୭ଦିନର ପ୍ରତିଶୃତି

ଦେଓଗାଁରେ ରହିବ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସପରୀକ୍ଷାମୂଳକ ଭାବେ ରହଣୀ, ଟିକଟ ବୁକିଙ୍ଗ ଉପରେ ଧ୍ୟାନ ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷର ଦାବୀ, ଆନ୍ଦୋଳନ ଓ ଅପେକ୍ଷା ପରେ ଦେଓଗାଁ ରେଳଷ୍ଟେସନରେ କିଛିଦିନ ମଧ୍ୟରେ ଏକ ଏକ୍ସପ୍ରେସ ଟ୍ରେନ ରହିବା ବୋଲି ଜଣାପଡ଼ିଛି ।…
Read More...

ଦେଶକୁ ପୋଷଣ ଏବଂ ନିରାମୟ ଲକ୍ଷ୍ୟପଥରେ ଅଗ୍ରସର କରାଉଛି ପୋଷଣ ଅଭିଯାନ

ନୂଆଦିଲ୍ଲୀ, (ପିଆଇବି) : କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନକରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ । ଆଜି ଏହି ଅଭିଯାନକୁ ୭ ବର୍ଷ…
Read More...

୨୦୨୫ ମାର୍ଚ୍ଚ ୧ ରୁ ୭, ପର୍ଯ୍ୟନ୍ତ ଦେଶର ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ସହିତ…

ଏହାର ବିଷୟବସ୍ତୁ ରହିଛି : ‘‘ଜନ ଔଷଧୀ : ଦାମ କମ, ଔଷଧ ଉତ୍ତମ’’କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏମ୍ସ ବିଳାସପୁରସ୍ଥିତ ଜନ ଔଷଧୀ କେନ୍ଦ୍ର ପରିଦର୍ଶନ କରି ୭ମ ଜନଔଷଧୀ ଦିବସ ଅବସରରେ ହିତାଧିକାରୀଙ୍କ ସହ ଆଲୋଚନା…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାଭେଲି ଏବଂ ଦମନ ଓ ଦିଉର ସିଲଭାସାରେ ୨୫୮୦…

ଦାଦ୍ରା ଓ ନଗର ହାଭେଲି ଏବଂ ଦମନ ଓ ଦିଉ ଆମର ଗୌରବ ଓ ଐତିହ୍ୟ : ପ୍ରଧାନମନ୍ତ୍ରୀଦାଦରା ଓ ନଗର ହାଭେଲି ଏବଂ ଦମନ ଓ ଦିଉ ଅନେକ ଯୋଜନାରେ ସଂପୂର୍ଣ୍ଣତା ହାସଲ କରିଛନ୍ତି : ପ୍ରଧାନମନ୍ତ୍ରୀଜନ ଔଷଧିର ଅର୍ଥ ହେଉଛି ସୁଲଭ ଚିକିତ୍ସାର ଗ୍ୟାରେଣ୍ଟି ! ଜନ ଔଷଧୀର ମନ୍ତ୍ର ହେଉଛି- ଶସ୍ତା,…
Read More...

ଭୁବନେଶ୍ୱର ସହିଦନଗରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଭୁବନେଶ୍ୱର ସହିଦ ନଗରରେ ଭୟାବହ ଅଗ୍ନିକାଣ୍ଡ । ସେଠାରେ ଥିବା ଏକ ମିକ୍ସଚର ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା । ହୁତୁହୁତୁ ହୋଇ ଜଳିଥିଲା କାରଖାନା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲା । ଦୀର୍ଘ ସମୟ ପରେ ନିଆଁକୁ ଆୟତ୍ତ କରିଥିଲା…
Read More...

ୱେଭ୍ସ ୨୦୨୫ ଶିଖର ସମ୍ମିଳନୀ ଆୟୋଜନ କରିବ ମୁମ୍ବାଇ

● ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ସଚିବଙ୍କ ସହ-ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ● ୱେଭସ୍ ୨୦୨୫ ଶିଖର ସମ୍ମିଳନୀର ସଫଳତା ପାଇଁ ମହାରାଷ୍ଟ୍ର ସରକାରଙ୍କ ତରଫରୁ ପୂର୍ଣ୍ଣ ସମର୍ଥନ ପାଇଁ ପ୍ରତିଶ୍ରୁତି ଦେଲେ ମୁଖ୍ୟ ଶାସନ ସଚିବ ସୁଜାତା ସୌନିକ●…
Read More...

ତାମିଲନାଡ଼ୁର ଥାକ୍କୋଲାମରେ ସିଆଇଏସ୍ଏଫ୍ ପ୍ରତିଷ୍ଠା ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ର…

ସିଆଇଏସ୍ଏଫ୍ କେବଳ ଦେଶର ବିକାଶ, ପ୍ରଗତି ଏବଂ ଗତିବିଧିକୁ ସୁରକ୍ଷିତ କରିନାହିଁ, ବରଂ ଏହାର ସୁଗମ ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛିତାମିଲ ଭାଷା, ସଂସ୍କୃତି ଏବଂ ପରମ୍ପରା ଭାରତର ସଂସ୍କୃତିର ଅମୂଲ୍ୟ ରତ୍ନଚୋଳ ରାଜବଂଶର ମହାନ ଯୋଦ୍ଧା ରାଜାଦିତ୍ୟ ଚୋଳଙ୍କ ନାମରେ…
Read More...

ରେଭେନ୍ସା ବିଶ୍ୱବିଦ୍ୟାଳୟ ଠାରେ ‘ଲିଙ୍ଗଗତ ରୁଢ଼ିବାଦର ମୁକାବିଲା’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

ପ୍ରଶ୍ନ କରିବା ଓ ରୁଢ଼ିବାଦ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ପରାମର୍ଶ ଦେଲେ ପିଆଇବି ଏଡିଜି ଅଖିଳ କୁମାର ମିଶ୍ର କଟକ, (ପିଆଇବି) : ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ କଟକର ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ…
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିୟ ମହିଳା ଦିବସ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌରପରିଷଦର ଅଧ୍ୟକ୍ଷା ଶୀମତୀ ତନୟା…
Read More...