ପଲ୍ଲୀ ଆଲୋକ ପାଠାଗାର ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆଁପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ହଲ ଠାରେ ପଲ୍ଲୀ ଆଲୋକ ପାଠାଗାର ଓ APPI ର ମିଳିତ ଆନୁକୂଲ୍ୟରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ସୁଶାନ୍ତ ସା ସ୍ୱାଗତ ସମର୍ଦ୍ଧନା ଜଣାଇବା ସହିତ ଉକ୍ତ ଦିବସର…
Read More...

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଘର ହିଁ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।ଏଥିରେ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଅତିଥି ପରିଚୟ ପ୍ରଦାନ ତଥା ଉଦ୍ଦେଶ୍ୟ କଥନ କରିଥିଲେ । ମୂଖ୍ୟ ଅତିଥି ଭାବେ ସୌମ୍ୟରଞ୍ଜନ ମିଶ୍ର ଯୋଗଦେଇ ଶିଶୁ…
Read More...

ଜିଲ୍ଲାର ଏକମାତ୍ର “ମହିଳା ଅନୁକୂଳ ପଞ୍ଚାୟତ” ବୁଢ଼ୀପଦରରେ ମହିଳା ସଭା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବଲାଙ୍ଗିର ଜିଲ୍ଲାର ଏକମାତ୍ର "ମହିଳା ଅନୁକୂଳ ଗ୍ରାମପଞ୍ଚାୟତ" ଭାବରେ ଲୋଇସିଂହା ବ୍ଲକର ବୁଢ଼ୀପଦର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହିଳା ସଭା ଆୟୋଜିତ ହୋଇଯାଇଛି । ଏଥିରେ ପଞ୍ଚାୟତର ସମସ୍ତ ଆଶା ତଥା ଅଙ୍ଗନବାଡ଼ି…
Read More...

ମହିଳା ଦିବସରେ ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଉପହାର, ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ…

ଭୁବନେଶ୍ୱର : ମହିଳା ଦିବସରେ ମହିଳାଙ୍କୁ ମୋହନ ସରକାରଙ୍କ ବଡ଼ ଭେଟି । ଆସିଲା ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି । ଗୋଟିଏ କ୍ଲିକ୍‌ରେ ମହିଳାଙ୍କ ଖାତାକୁ ଆସିଲା ୫ ହଜାର । ଆଜି ୧ କୋଟି ମହିଳାଙ୍କୁ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ମିଳିଛି । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବ୍ରହ୍ମପୁର…
Read More...

ଜରାସିଂହା ଶାଶ୍ଵତ ଡିଗ୍ରୀ କଲେଜରେ ଆନ୍ତର୍ଜାତୀୟ ମହିଳା ଦିବସ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଏନଏସଏସ ଓ ଆତ୍ମରକ୍ଷା କ୍ଳବ ଆନୁକୂଲ୍ୟରେ କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇଯାଇଛି । ଯୁବ ରେଡକ୍ରସ୍ କାଉନସେଲର…
Read More...

କାର୍ ଧକ୍କାରେ ଆଖିବୁଜିଲେ ୩ ଯୁବକ

କନ୍ଧମାଳ : ଶ୍ରୀକଲା ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । କାର୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଯୁବକଙ୍କ ଜୀବନ । ଘାଟିରେ ଭୟଙ୍କର ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେଲା କାର୍ ଓ ବାଇକ । ଘଟଣାସ୍ଥଳରେ ଚାଲିଗଲା ୩ ବାଇକ୍ ଆରୋହୀଙ୍କ ଜୀବନ । ଗତକାଲି ରାତିରେ କନ୍ଧମାଳ…
Read More...

ଟିଟିଲାଗଡ଼ ଏସ୍‌ବିଆଇ ଲାଇଫ ଇନ୍‌ସୁରେନ୍ସ ଅଫିସରେ ମହିଳା ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖ ଦିନ ମହିଳା ଦିବସ ପାଳନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ରାଜଲକ୍ଷ୍ମୀ ଟିଭିଏସ୍‌ ସୋ'ରୁମ ଉପର ମହଲାରେ ଏସବିଆଇ ଲାଇଫ ଇନ୍‌ସୁରେନ୍ସ ଅଫିସରେ ଆନ୍ତର୍ଜାତୀୟ ମହିଳା ଦିବସ ବ୍ରାଞ୍ଚ ମ୍ୟାନେଜର ଲୋକେଶ…
Read More...

ଗୁଞ୍ଚିତରା ଗ୍ରାମର ଦୁର୍ଘଟଣାରେ ମୃତ ଛାତ୍ରଙ୍କ ଚକ୍ଷୁଦାନ କଲେ ବାପା ମା

ପୁଅର ସ୍ମୃତି ଉଦ୍ଦେଶ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ତିଥି ଭୋଜନ ଦେଲେସ୍ୱର୍ଗତ ଛାତ୍ର ଚକ୍ଷୁ ଦାନ କରିଥିବାରୁ ଏହି ମହତ କାର୍ଯ୍ୟ ପାଇଁ ବାପା ଓ ମାଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଧାନ ଶିକ୍ଷୟିତ୍ରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ…
Read More...

ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଭଦ୍ରକ : ଟ୍ରେନ୍‌ ସାମ୍ନାକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା । ଯାତ୍ରା କରୁଥିବା ଟ୍ରେନ୍‌ ଓହ୍ଲାଇ ଏକ ଟ୍ରେନ୍‌ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ବ୍ୟକ୍ତି ହେଲେ କୋଲକାତାର ବିଟୁ ପ୍ରସାଦ ବୋଲି ଜଣାପଡିଛି । ଭଦ୍ରକ ଜିଲ୍ଲା ଚରମ୍ପା ଷ୍ଟେସନ୍‌ ଓ ବାଉଦପୁର ଷ୍ଟେସନ୍‌…
Read More...

ଗୁଣ୍ଡୁରୁପୁର ଛକରେ ପାଲଟିଲା ରଣକ୍ଷେତ୍ର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୁଣ୍ଡୁରୁପୁର ଛକରେ ପାଲଟିଲା ରଣକ୍ଷେତ୍ର । ବରଯାତ୍ରୀରେ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ । ଯେଉଁଥିରେ ଦୁଇଟି ବାଇକ୍‌ ପୋଡ଼ି ଦେଇଥିବା ବେଳେ ଟେକା ପଥର ମାଡ଼ରେ ଉଭୟ ପକ୍ଷରେ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ…
Read More...