ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜର୍ଜଗଡ଼ ଗ୍ରାମରେ ଏକାଦଶାହ କାର୍ଯ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବିଦ୍ୟୁତ ବିଭାଗ ଏସଡିଓ କାର୍ଯ୍ୟାଳୟରେ କାର୍ଯ୍ୟରତ ମାୟାଧର ପ୍ରଧାନ (୪୮)ଙ୍କ ଗତ ତିନି ତାରିଖ ଅକାଳ…
Read More...

ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ଦ୍ଵାରା ପରିଚାଳିତ ଶକ୍ତିନଗର ଶାରଳା ମନ୍ଦିର ଯୋଗ କେନ୍ଦ୍ରର ୧୭ ତମ ବାର୍ଷିକ ଉତ୍ସବ ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତଥା ପରିଚାଳିକା ସାବିତ୍ରୀ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅରବିନ୍ଦ ପଣ୍ଡାଙ୍କ…
Read More...

ରୋତ କଲେଜରେ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ, ବଲାଙ୍ଗିରର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ "ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶ" ଶୀର୍ଷକ ଏକ ଏକଦିବସୀୟ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରମୋଦ କୁମାର…
Read More...

ଛାତ୍ରୀ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଠଦିନ ବ୍ୟାପୀ ଚାଲିଥିବା ଛାତ୍ରୀ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍‌ଯାପିତ ହୋଇାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ବନ ବିହାରୀ କିଷ।ନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦଜାପନୀ ଦିବସରେ…
Read More...

୧୧ତମ ଦୋଳ ଉତ୍ସବ ଆସନ୍ତା ୧୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଦୋଳ ମେଲଣ ସମିତିର ୧୧ ତମ ଦୋଳ ଉତ୍ସବ ଆସନ୍ତା ୧୬ ତାରିଖ ଦିନ ପାଳନ କରାଯିବ । ଏ ସମ୍ପର୍କରେ ସମିତି ତରଫରୁ ସେକ୍ଟର ୧୫ ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର…
Read More...

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିଶୁବାଟିକା ପ୍ରଶିକ୍ଷଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିଶୁବାଟିକା ପ୍ରସ୍ତୁତି ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ୮ଟି କ୍ଲଷ୍ଟରର ୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ…
Read More...

ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଟକୃଷ୍ଣ…
Read More...

ଗାଧୋଇବା ବେଳେ କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର

ସମ୍ବଲପୁର : ଗାଧୋଇବା ବେଳେ କେନାଲରେ ବୁଡ଼ିଗଲେ ଭିସୁଟ୍ ଛାତ୍ର । ବୁର୍ଲା ଅଠର ହଜାର ଠାରେ ଗାଧୋଉଥିବା ବେଳେ ପାୱାର କେନାଲରେ ବୁଡ଼ିଗଲେ ଛାତ୍ର । ମୃତକ ଜଣଙ୍କ ହେଉଛନ୍ତି ସିଭିଲ ଇଞ୍ଜିନିୟରିଂ ପ୍ରଥମ ବର୍ଷର ପ୍ରିୟାଂଶୁ ପ୍ରକାଶ ବେହେରା (୧୯ ବର୍ଷ) । ସୂଚନାଯୋଗ୍ୟ ଯେ, ପ୍ରିୟାଂଶୁଙ୍କ ଘର…
Read More...

ଖୁବଶୀଘ୍ର ଆସିବ ବୋଟ୍‌ ହାଉସ୍‌ , ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ

ସମ୍ବଲପୁର : ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ । ନୀଳ ଜଳରାଶି ଭିତରେ ଭ୍ରମଣ ସୁବିଧା ମିଳିବ । ଗୋଆ, କେରଳ ଭଳି ପର୍ଯ୍ୟଟକ ବୋଟ୍‌ ହାଉସ୍‌ର ମଜା ନେବେ । ଏଥିରେ ହୋଟେଲ୍‌ ଭଳି ସୁବିଧା ରହିବ । ଚକାଚକ୍‌ କୋଠରୀ ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରରେ ଦିନ…
Read More...

ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର

ବଣାଇ : ଶୋଇଥିବା ବେଳେ ଭୁଶୁଡ଼ି ପଡ଼ିଲା ଘର । ଦିବ୍ୟାଙ୍ଗ ସ୍ଵାମୀ ମୃତ ସ୍ତ୍ରୀ ଆହତ । ଅଳ୍ପକେ ବର୍ତ୍ତିଗଲା ଶିଶୁ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଦେଉଳହୁଡ଼ି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନାଅନୁସାରେ ଦେଉଳହୁଡ଼ି ଗ୍ରାମର ଜେନା ମୁଣ୍ଡାରୀ ଜଣେ…
Read More...