୨୯ରୁ ବନଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ଦୁର୍ଗାପୂଜା ଆରମ୍ଭ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଏଥର ମହାଆଡ଼ମ୍ବରରେ ହେବ ବାସନ୍ତିକ ନବରାତ୍ର ଦୁର୍ଗାପୂଜା । ୨୯ ତାରିଖରୁ ପଦ୍ମପୁର ବଡ଼ବନ୍ଧ ବନନୁର୍ଗା ମନ୍ଦିରରେ ହେବ ବାସନ୍ତିକ ନବରାତ୍ର ଦୁର୍ଗାପୂଜା । ଶନିବାର ସଂଧ୍ୟା ୭ଟାରେ କଳସାଧିବାସ, ଅଙ୍କୁରାରୋପଣ ଓ ନବଦିନାତ୍ମକ ପୂଜା ଆରମ୍ଭ ହେବ । ସେହିଭଳି!-->…
Read More...
Read More...