ଇନ୍ଫୋସିଟି ଛକରେ ସଡ଼କ ଦୁର୍ଘଟଣା : ୩ ଯୁବତୀ ଆହତ
ଭୁବନେଶ୍ୱର : ଭୁବନେଶ୍ୱର ଇନ୍ଫୋସିଟି ଛକରେ ଦୁର୍ଘଟଣା । ଡିଭାଇର୍ ଡେଇଁ କାର୍କୁ ଧକ୍କା ଦେଲା ଫର୍ଚୁନର । ଦୁର୍ଘଟଣାରେ କାର୍ରେ ବଲିଥିବା ୩ ଜଣ ଯୁବତୀ ଆହତ ହୋଇଥିବା ବେଳେ ଫର୍ଚୁନର ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାକୁ କରୁଥିଲା ଚେଷ୍ଟା । ଗୋଡେଇ ଗୋଡେଇ ଧରିଲେ ତିନୋଟି ପିସିଆର୍ ।!-->…
Read More...
Read More...