ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ଈଶ୍ଵର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ବିରଥ କୁମାର…
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହରେ ବଲାଙ୍ଗିର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ…
Read More...

ଦୁର୍ଗମ ଅଞ୍ଚଳରେ ଜଳକଷ୍ଟ ବାଲି ଚୁଆ ହି ସାହା ଭରସା : ସମସ୍ୟା ଭୋଗୁଛନ୍ତି ବରକାନି ଗ୍ରାମବାସୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କାର ଯୋଜନା କରାଯାଉଛି । ହେଲେ ପ୍ରଶାସନର ଅବହେଲା ଯୋଗୁଁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଦୁର୍ଗମରେ ଥିବା ବରକାନି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଲିଛିି । ବିଶୁଦ୍ଧ ପାନୀୟ ଜଳ…
Read More...

୧୯ଜଣ ୱାରେଣ୍ଟିଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ତୁଷୁରା ପୁଲିସ ପକ୍ଷରୁ ୧୯ଜଣ ୱାରେଣ୍ଟିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଗିରଫ ମଧ୍ୟରେ ୧୨ଜଣ ପୁରୁଷ ଓ ୭ଜଣ ମହିଳା ରହିଛନ୍ତି । ବିଭିନ୍ନ ଅପରାଧିକ ମାମଲାରେ ଅଭିଯୁକ୍ତ ହୋଇ ଏମାନେ ସମସ୍ତେ ଦୀର୍ଘଦିନ ହେଲା ଫେରାର ରହିଥିଲେ । ସେମାନଙ୍କ…
Read More...

ପୋଲିସ-ମାଓବାଦୀ ଗୁଳି ବିନିମୟ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପୋଲିସ-ମାଓବାଦୀ ଗୁଳି ବିନିମୟ । ପୁଣି ପୋଲିସ - ମାଓବାଦୀ ଗୁଳି ବିନିମୟ ହୋଇ ଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ଗନ୍ଧମାର୍ଦ୍ଧନ ପାହାଡ଼ରେ ପୋଲିସ- ମାଓବାଦୀ ଗୁଳି ବିନିମୟ ହୋଇ ଥିବା ବେଳେ ପାହାଡ ଭିତରେ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ପୋଲିସ…
Read More...

୨ବର୍ଷ ମଧ୍ୟରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ : ଆଇନ୍‌ମନ୍ତ୍ରୀ

ଭୁବନେଶ୍ୱର : ତିନି ମାସ ମଧ୍ୟରେ ରାଜ୍ୟ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପିଲିସି ଆଣିବାକୁ ଯାଉଛନ୍ତି । କ୍ୟାବିନେଟ ବୈଠକରେ ଦିଆଯିବ ଅନୁମୋଦନ । ରାଜ୍ୟବ୍ୟାପୀ ଜଗନ୍ନାଥଙ୍କ ଜମି ବିବାଦ ଦୁଇ ବର୍ଷ ମଧ୍ୟରେ ତୁଟିବ ବୋଲି ଗୃହରେ କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଯେଉଁମାନେ ଅଧିକ…
Read More...

ମିଆଁମାର ଥାଇଲାଣ୍ଡରେ ବିଧ୍ଵଂସକାରୀ ଭୂକମ୍ପ : ଶତାଧିକ ନିଖୋଜ

ଭୁବନେଶ୍ଵର : ମିଆଁମାର ଓ ଥାଇଲାଣ୍ଡରେ ମୃତ୍ୟୁର ତାଣ୍ଡବ ରଚିଛି ପ୍ରକୃତି । ଭୟାନକ ଭୂକମ୍ପରେ କେବଳ ମିଆଁମାରରେ ଗଲାଣି ୬୯୪ ଜୀବନ । ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା। ମିଆଁମାରର ସାମରିକ ସରକାର ଏହି ସୂଚନା ଦେଇଛନ୍ତି । ୧୬୭୦ ଜଣ ଆହତ ହୋଇଛନ୍ତି । ଆହୁରି ଶତାଧିକ ନିଖୋଜ ଅଛନ୍ତି । ବହୁ…
Read More...

କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।…
Read More...

ଏନ୍‌ଏସ୍‌ଓ ଦ୍ୱାରା ଦ୍ୱିତୀୟ ସର୍ବଭାରତୀୟ ସମୟ ବ୍ୟବହାର ସର୍ବେକ୍ଷଣ ରିପୋର୍ଟ ପ୍ରକାଶିତ

'କର୍ମଜୀବୀ ବୟସର ଲୋକମାନଙ୍କ ମଧ୍ୟରେ ସଂସ୍କୃତି, ବିଶ୍ରାମ ଏବଂ ଗଣମାଧ୍ୟମ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ବୃଦ୍ଧି ଯାହାକି କାର୍ଯ୍ୟ ଓ ବିଶ୍ରାମ ସମୟ ମଧ୍ୟରେ ଅଧିକ ସନ୍ତୁଳନତା ଦର୍ଶାଉଛି' ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ହୋଇଥିବା ପ୍ରଥମ…
Read More...

ଫସଫେଟିକ ଏବଂ ପୋଟାସିକ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରକୁ କ୍ୟାବିନେଟ ମଞ୍ଜୁରି

ଖରିଫ୍ ଋତୁ ୦୧.୦୪.୨୦୨୫ରୁ ୩୦.୦୯.୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ ନୂଆ ଦରଏନପିକେଏସ ଗ୍ରେଡ ସମେତ ଅଧିସୂଚିତ ପି ଆଣ୍ଡ କେ ସାର କୃଷକମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଙ୍ଗତ ଦରରେ ଉପଲବ୍ଧ ହେବସିଙ୍ଗଲ୍ ସୁପର ଫସଫେଟ୍ (ଏସଏସପି) ଉପରେ ମାଲ ପରିବହନ ସବସିଡିକୁ ଖରିଫ ୨୦୨୫ ପର୍ଯ୍ୟନ୍ତ…
Read More...