ସ୍ପାର୍ଟନ ସ୍ପୋଟିଂ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଟାବାହାଲ ଗ୍ରାମରେ ସ୍ପାର୍ଟନ ସ୍ପୋଟିଂ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଆୟୋଜିତ ପଞ୍ଚଦିବସୀୟ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆଠାରେ ୨୪
Read More...

ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ : ଅବସରପ୍ରାପ୍ତ ଇସ୍ପାତ ଶିକ୍ଷକ ସଂଘର ବାର୍ଷିକ ଉତ୍ସବ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ସଂଘର ସଭାପତି ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ମଧୁସୂଦନ ବଳଙ୍କ ଆବାହକତ୍ୱ ତଥା ସହସମ୍ପାଦକ ଉଦୟ ନାଥ ସାହୁଙ୍କ
Read More...

ଆସନ୍ତା ମାର୍ଚ୍ଚ ୧୬ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମାର୍ଚ୍ଚ ମାସ ୧୬ ତାରିଖରେ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘର ବାର୍ଷିକ ବିବରଣୀ ଓ ଆର୍ଥିକ ଆୟବ୍ୟୟ ତଥା ୩୩ତମ ସାଧାରଣ ପରିଷଦର ବୈଠକ ନେଇ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଇଂ ଅଭୟ କୁମାର ଦାସ,
Read More...

ଅଷ୍ଟପ୍ରହର ନାମ ସଂର୍କୀତ୍ତନ ଉଦ୍‌ଯାପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଘନିପୁର ପଞ୍ଚାୟତ ଅନ୍ତର୍ଗତ ଘନିପୁର, ଘୋରଡ଼ିଆ ଗ୍ରାମରେ ୩ଦିନ ବ୍ୟାପୀ ଅନୁଷ୍ଠିତ ୧୧ତମ ଅଷ୍ଟପ୍ରହର ନାମ ସଂର୍କୀତ୍ତନ ଉତ୍ସବ ଗୁରୁବାର ଅଧିବାସ ଆରମ୍ଭ ଶନିବାର ଅପରାହ୍ନରେ ଉଦ୍‌ଯାପିତ । ଶୁକ୍ରବାର ଅଖଣ୍ଡ ନାମ
Read More...

ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଲଖମରା ଯୁବ ଆଇନ ଛାତ୍ର ଗୋଷ୍ଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଵରଗଡ ଜିଲ୍ଲାର ପଦ୍ମପୁର ବ୍ଲକର ଅନ୍ତର୍ଗତ ଲଖମରା ନୂତନ ବ୍ରିଜ ଠାରୁ ୩ କିମି ରାସ୍ତା ହେବ ଦେଵଦରା ଶୈବପୀଠ ଅଛି । ହେଲେ ଭଲ ରାସ୍ତାଟିଏ ନାହିଁ । ସେଇଥି ପାଇଁ ଯୁଵ ଆଇନ ଛାତ୍ର ଗୋଷ୍ଠୀ ଅତିରିକ୍ତ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିବାକୁ ଯାଇ ନିବେଦନ
Read More...

ଲୁହାଖାନ ଜଗନ୍ନାଥ ମନ୍ଦିର ରତ୍ନମୁଦ ଓ ନାମଯଜ୍ଞ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡ଼ାମାଲ ଗ୍ରାମପଞ୍ଚାୟତ ଲୁହାଖାନ ଗ୍ରାମରେ ଅବସ୍ଥିତ ଏକ ଭବ୍ୟ ଜଗନ୍ନାଥ ମନ୍ଦିରର ରତ୍ନମୁଦ ସ୍ଥାପନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ପୀତବାସ ମେହେର ପ୍ରତ୍ୟକ୍ଷ
Read More...

ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କ ଦେହାନ୍ତ

କଟକ, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳ କଟକ ମଙ୍ଗଳାବାଗ ସ୍ଥିତ ବାସଭବନରେ ତା ୨୮/୦୨/୨୦୨୫ ରିଖ (ଶୁକ୍ରବାର)ଦିନ ସକାଳ ୯ ଘଟିକାରେ ଦେହତ୍ୟାଗ କରିଛନ୍ତି । ସେ ଓଡ଼ିଶାର ବିଭିନ୍ନ ସମାଜସେବୀ ସଂଗଠନ ଏବଂ କୈବଲ୍ୟ ସାହିତ୍ୟ ସଂସଦର ପୃଷ୍ଠପୋଷକ ଏବଂ
Read More...

ସ୍କୁଟି ସହ ଚୋର ଧରାପଡିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ପୋଲିସ ପକ୍ଷରୁ ଜଣେ ଆନ୍ତଃ ଜିଲ୍ଲା ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଅଭିଯୁକ୍ତ ଜଣକ ହେଲେ ଯାଜପୁର ଜିଲ୍ଲା ବୋରି ରାମ ଚନ୍ଦ୍ରପୁର ଥାନା ଅଧୀନ ଅରୁଆଳ ଗାଁର ଶେଖ ସମିନ ଓରଫ ସଲିମକୁ ଗିରଫ କରିବା ସହିତ କୋର୍ଟ
Read More...

ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଶି ଦଶକର ଅଗ୍ନିଗର୍ଭା ଛାତ୍ରନେତା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଲାଙ୍ଗିର ଆଗମନ ଉପଲକ୍ଷେ ତତ୍କାଳୀନ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ସମୁହ ଏବଂ ପୃଥ୍ୱୀରାଜ ହାଇସ୍କୁଲ ୭୭ ବ୍ୟାଚ୍‌
Read More...

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ନିଷ୍ଟ୍ ୟୁନିଭରସିଟିର କମ୍ପ୍ୟୁଟର ବିଜ୍ଞାନର ମୁଖ୍ୟ ପ୍ରଫେସର ଡଃ. ବ୍ରଜକିଶୋର ମିଶ୍ର
Read More...