ବଲାଙ୍ଗିରରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଶି ଦଶକର ଅଗ୍ନିଗର୍ଭା ଛାତ୍ରନେତା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀଙ୍କ ବଲାଙ୍ଗିର ଆଗମନ ଉପଲକ୍ଷେ ତତ୍କାଳୀନ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ନିର୍ବାଚିତ ଛାତ୍ର ପରିଷଦ କର୍ମକର୍ତ୍ତା ସମୁହ ଏବଂ ପୃଥ୍ୱୀରାଜ ହାଇସ୍କୁଲ ୭୭ ବ୍ୟାଚ୍!-->…
Read More...
Read More...