ଶ୍ରୀ ଶ୍ରୀ ଈଶାଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଧବା ନାରୀଶକ୍ତି ସମାବେଶରେ ‘ସାବିତ୍ରୀ ଯୋଗାଡ–୨୦୨୬’…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପକଣ୍ଠସ୍ଥ ଗୋଳନ୍ଥରା ନିକଟ ପବିତ୍ର ଶ୍ରୀ ଈଶାଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ‘ସାବିତ୍ରୀ ଯୋଗାଡ–୨୦୨୬’ କାର୍ଯ୍ୟକ୍ରମ ଆୟୋଜନ ବର୍ଣ୍ଣାଢ୍ୟ ପରିବେଶ ସୃଷ୍ଟି ଏକ ନିଆରା ଭାଇ ଭଉଣୀର ଭାବପୂର୍ଣ୍ଣ ପରମ୍ପରାକୁ ପ୍ରତିପାଦନ କରିଛି ।
Read More...

ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆସନ୍ତା ମୌସୁମୀ ଋତୁରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ
Read More...

କନ୍ଦାଜୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କନ୍ଦାଜୁରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଶିଷ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ବୁଦ୍ଧିଜୀବୀ ତଥା ବହୁ ପୁରାତନ ଛାତ୍ରଛାତ୍ରୀ
Read More...

ଉନ୍ଦେର ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜି ସକାଳେ ଘଣ୍ଟବାହାଲି ଗ୍ରାମ ପଞ୍ଚାୟତର ଖଇରଖୁଣ୍ଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଖଇରଖୁଣ୍ଟ ଗ୍ରାମ ହରିଜନ ପଡ଼ାର ଉମାକାନ୍ତ ଦୀପ ଓ ଉର୍ବଶୀ ଦୀପଙ୍କ ଝିଅ ସୁମିତ୍ରା ଦୀପ ଉନ୍ଦେର ନଦୀକୁ ସାଙ୍ଗ ମାନଙ୍କ ସହିତ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି
Read More...

ସାବିତ୍ରୀ ଉଆଁସ୍‌ ଲାଗି ଫଲ୍‌ମୂଲ୍‌ ବଜାରେ ଲାଗିଛେ ନିଆଁ

ରେଟ୍ ଦେଖି କରି ସତ୍ୟବାନ୍‌ ଛାନିଆଁ ଦେଓଗାଁ, (ମନୀଷ କୁମାର ସାହୁ): ଆଏଯ ସାବିତ୍ରୀ ବ୍ରତ । ଗାଁନୁ ସହର ଚାରି ଆଡେ ଘିନବିକା ଥି ଲୋକ ମସଗୁଲ । କିଏ ଶାଢ଼ୀ ପଟା ଘିନି ଯାଉଛେ ସହର କେ ତ କିଏ ଭିନ୍ ଭିନ୍ ଫଲ୍‌ମୂଲ୍ ଘିନି ଯାଉଛେ ବଜାର କେ । ଇହାଦେର୍ ଲୋକର୍ ଚାହିଦା କେ ଦେଖି କରି ସବୁ
Read More...

ଗ୍ରୀଷ୍ମ କାଳୀନ କରାଟେ ଓ କିକ୍‌ ବକ୍ସିଂ ଆତ୍ମରକ୍ଷା ଶିବିର ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା ବଲାଙ୍ଗିର କରାଟେ ସ୍କୁଲ ଆନୁକୂଲ୍ୟରେ ଗ୍ରୀଷ୍ମ କାଳୀନ କରାଟେ କିକ୍‌ ବକ୍ସିଂ ଓ ଆତ୍ମରକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ୧୫.୦୫.୨୦୨୬ରୁ ତା.୧୫.୦୬.୨୦୨୬ ପର୍ଯ୍ୟନ୍ତ ଜାରି ରହିବ । ଏହି ଶିବିରକୁ
Read More...

ଆନ୍ତଃ ଗଣମାଧ୍ୟମ ସମନ୍ବୟ ଦ୍ବାରା ଗଣଯୋଗାଯୋଗ ଅଧିକ ପ୍ରଭାବୀ ହେବ : ଅଖିଳ କୁମାର ମିଶ୍ର

ପତ୍ର ସୂଚନା କାର୍ଯ୍ୟାଳୟ ଦ୍ବାରା ଦୂରଦର୍ଶନ କେନ୍ଦ୍ର ରାଞ୍ଚିରେ ପ୍ରଚାର ସମନ୍ବୟ ସମିତିର ବୈଠକ ରାଞ୍ଚି/ଭୁବନେଶ୍ଵର, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଜି ଦୂରଦର୍ଶନ କେନ୍ଦ୍ର ରାଞ୍ଚିଠାରେ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର
Read More...

ବିଶ୍ୱସ୍ତରୀୟ ସୁବିଧାଗୁଡ଼ିକ ସହିତ ଯାତ୍ରୀମାନଙ୍କୁ ଅତ୍ୟାଧୁନିକ ସେବା ପ୍ରଦାନ କରୁଛି ଭାରତୀୟ ରେଳବାଇ

ରାଜସ୍ଥାନର ଜୈସଲମେର, ବୁନ୍ଦି, ବାଡ଼ମେର, ମଣ୍ଡଳଗଡ଼ ଏବଂ ସୋମେସର ଆଦି ୧୫ଟି ପୁନଃବିକଶିତ ଷ୍ଟେସନରେ ମିଳୁଛି ସୁବିଧାଦୁଇ ପଟରୁ ପ୍ରବେଶ, ଆଉ ଏକ ପ୍ଲାଟଫର୍ମ, ୬ ମିଟର ଚଉଡ଼ା ଦୁଇଟି ଓଭରବ୍ରିଜ୍ ଏବଂ ନଅଟି ଲିଫ୍ଟ ସହିତ, ଅଲୱାର ରେଳ ଷ୍ଟେସନକୁ ୧୧୨ କୋଟି ଟଙ୍କା ବ୍ୟୟରେ ପୁନଃ ବିକଶିତ
Read More...

ନବ ନିଯୁକ୍ତ ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ସଚ୍ଚୋଟ ଓ ନାଗରିକ-କେନ୍ଦ୍ରିକ ଯୋଗାଯୋଗ ପାଇଁ ଆହ୍ୱାନ କଲେ ଆଇଆଇଏମସି…

ଆଇଆଇଏମସି ଢେଙ୍କାନାଳରେ ନବନିଯୁକ୍ତ ଏସଡିଆଇପିଆରଓଙ୍କ ଦଶଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ସମାପ୍ତ ଢେଙ୍କାନାଳ, (ପିଆଇବି) : ଭାରତୀୟ ଜନସଞ୍ଚାର ସଂସ୍ଥାନର ଭାଇସ୍ ଚାନ୍ସେଲର ଡକ୍ଟର ପ୍ରଜ୍ଞା ପାଲିୱାଲ୍ ଗୌର ଶୁକ୍ରବାର ଓଡ଼ିଶା ସୂଚନା ସେବା (ଓଆଇଏସ)ର ନବନିଯୁକ୍ତ ଅଧିକାରୀମାନଙ୍କୁ
Read More...

ସାରା ଓଡ଼ିଶାରେ ଯଥେଷ୍ଟ ପେଟ୍ରୋଲ, ଡିଜେଲ ଓ ଏଲପିଜି ମହଜୁଦ ଅଛି ଏବଂ ବାଧାମୁକ୍ତ ଯୋଗାଣ ଜାରି ରହିଛି

ଭୁବନେଶ୍ୱର, (ପିଆଇବି) : ସାରା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ମହଜୁଦ ଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ପଷ୍ଟ କରାଯାଇଛି । ରାଜ୍ୟର କେତେକ ଖୁଚୁରା ବିକ୍ରୟ କେନ୍ଦ୍ର ବା ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ ମିଳୁନଥିବା ସମ୍ପର୍କରେ ଗଣମାଧ୍ୟମରେ
Read More...