ନିୟମଗିରି ପାହାଡରେ ବିର୍ଷା-ମୁଣ୍ଡା ପ୍ରତିମୂର୍ତ୍ତି ଉନ୍ମଚନ ସହ ସହିଦସ୍ତମ୍ଭ ସ୍ଥାପନ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ପାହାଡରେ ଆଦିବାସୀଙ୍କ ମେଳି । ନିୟମଗିରି ପାହାଡରେ ସହିଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସହ ନିୟମଗିରି ଆନ୍ଦୋଳନରେ ପ୍ରାଣ ହରାଇଥିବା ଦୁଇଜଣ ଡଙ୍ଗରିଆଙ୍କ ପ୍ରତିମୂିର୍ତ୍ତ ଉନ୍ମୋଚନ ସହ ସହୀଦ ସ୍ତମ୍ଭ ସ୍ଥାପନ ହୋଇଥିବା ଦେଖିବାକୁ
Read More...

କପୁରମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କପୁରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳନା ଓ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ସାତ ଦଶକ ଧରି ଅନବରତ ଶିକ୍ଷାଦାନ ଦେଇ ଆସୁଥିବା ଏହି ବିଦ୍ୟାଳୟର ପରିସର ଭିନ୍ନ ଏକ ସାଂସ୍କୃତିକ
Read More...

ଜାତୀୟ ଶିକ୍ଷାନୀତି ଉପରେ ଆଲୋଚନା ଚକ୍ର

ବାରିପଦା, (ଦେବସ୍ମିତ ଚୌଧୁରୀ) : କିଟ ଭୁବନେଶ୍ୱର ଆନୁକୂଲ୍ୟରେ ବାରିପଦାର ଆରୟାନ ଇଣ୍ଟରନ୍ୟାସନାଲ ସ୍ମାର୍ଟ ସ୍କୁଲ, ସେଣ୍ଟ ଜାବିୟାର ହାୟାର ସେକଣ୍ଡାରୀ ସ୍କୁଲ ଓ ସେଣ୍ଟ ଏନିସ କନଭେଣ୍ଟ ସ୍କୁଲରେ ଜାତୀୟ ଶିକ୍ଷାନୀତି ତଥା କ୍ୟାରିୟର କାଉନସିଲିଂ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମପୁର ବିଶ୍ଵବଦ୍ୟାଳୟ କୁଳପତିଙ୍କଠାରୁ ୧୪ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗୁଜୁରାଟରୁ ୨ ସାଇବର ଠକ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଡିଜିଟାଲ ଆରେଷ୍ଟ ନାମରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତିରେ ବିଳମ୍ବରେ ହେଲେ ମଧ୍ୟ ବ୍ରହ୍ମପୁର ପୋଲିସକୁ ମିଳିଛି, ଏକ ବଡ଼ ସଫଳତା ।
Read More...

କୋରାପୁଟରେ ବ୍ରହ୍ମପୁରର ନାଟକ ଉଚ୍ଚ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ନାଟ୍ୟ ସଙ୍ଘ ଆନୁକୂଲ୍ୟରେ ଏବଂ କୋରାପୁଟ ସାଂସ୍କୃତିକ ସଂସଦର ସହଯୋଗରେ ଆୟୋଜିତ ଦକ୍ଷିଣାଞ୍ଚଳ ନାଟ୍ୟ ମହୋତ୍ସବରେ ବ୍ରହ୍ମପୁରର କଳାକାର ପ୍ରତିଷ୍ଠାନ ଦ୍ୱାରା ଗତ ୧୨ ତାରିଖରେ ମଞ୍ଚସ୍ଥ ହୋଇଥିଲା । ଉକ୍ତ ହାସ୍ୟବ୍ୟଙ୍ଗ ନାଟକ ମଞ୍ଚସ୍ଥ ହୋଇ
Read More...

ବିଶ୍ଵ ହିନ୍ଦୁ ପରିଷଦ ଆନୁକୁଲ୍ୟରେ ରାମ ନବମୀ ମହୋତ୍ସବ

ଜୟପାଟଣା, (ଶେଷ ଦେବ ବେହେରା) : ବ୍ଲକ ଅନ୍ତର୍ଗତ ରେଂଗାଲ୍ ପାଲି ସ୍ଥିତ ପ୍ରଭୁ ଶ୍ରୀରାମ ମନ୍ଦିର ପରିସର ସତସଙ୍ଗ ଭବନ ଠାରେ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ସତସଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ବିଭିନ୍ନ ବକ୍ତା ରାମ କଥା, ରାଷ୍ଟ୍ର ବାଡ ଓ ଗୋରକ୍ଷା
Read More...

ବଲାଙ୍ଗିରରେ ପୁଣି ମର୍ଡର : ବିଷ୍ଣୁମୁଣ୍ଡାର ମନୋଜ ନାଏକଙ୍କୁ ନୃଶଂସ ହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପୁଣି ମର୍ଡର । ଗତକାଲିର ହତ୍ୟାକାଣ୍ଡ ସାରା ସହରକୁ ସ୍ତବ୍ଧ କରି ଦେଇଥିବା ବେଳେ ଆଜି ପୁଣି ଏକ ମର୍ଡର୍‌ ଘଟଣା ବଲାଙ୍ଗିର ସହରକୁ ତାଜୁବ୍‌ କରି ପକାଇଛି । ଯୁବକଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କଲା ନୃଶଂସ ହତ୍ୟାକାରୀ । ହତ୍ୟା ପରେ ହତ୍ୟାକାରୀ
Read More...

ମାରୱାଡ଼ି ଯୁବା ମଞ୍ଚ ପ୍ରଗତି ସେଣ୍ଟ୍ରାଲ ଶାଖାର ତୃତୀୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବର୍ଷ ୨୦୨୫/୨୬ ପାଇଁ ନୂତନ କର୍ମକର୍ତ୍ତା ଚୟନ ତଥା ଶପଥ ଗ୍ରହଣ ସମାରୋହ ସଭାପତି ଖୁସବୁ ଜୈନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂତନ ସଭାପତି ଭାବରେ ରେଖା
Read More...

କୈବର୍ତ୍ତ ସମାଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଜୁଏଲ ଓରାମଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ତମ ବାର୍ଷିକ ଉତ୍ସବ ତଥା ରୋପ୍ୟ ଜୟନ୍ତୀ ସଭାପତି ଜଗନ୍ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ରାଉରକେଲାର ଭଞ୍ଜଚ୍ଛବନ ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର
Read More...

ଦୁହେଲ ଛକରେ ଗ୍ରାମୀଣ ଲୋକକଳା ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଦୁହେଲ ଛକ ଡିଙ୍ଗର କୁଅଁର ଖେଳ ପଡିଆ ମୁକ୍ତ ମଂଚରେ ଗ୍ରାମୀଣ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭବାନୀ ଶଙ୍କର କଳା ପରିଷଦ ଦ୍ୱାରା ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଭାଗିତାରେ ସଭାପତି ଗୋକୁଳ ବିହାରୀ କୁଅଁର
Read More...