ସରକାରଙ୍କ ଭୁଲ ନିଷ୍ପତ୍ତି, ରାଜସ୍ୱ ସହ ରୋଜଗାର ହରାଇବେ ୧୨୩ ଜଣ କେନ୍ଦୁପତ୍ର କର୍ମଚାରୀ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ରାଜକୋଷ ପାଇଁ ଆର୍ଥିକ ଦୃଷ୍ଟିରୁ କେନ୍ଦୁପତ୍ର ବ୍ୟବସାୟ ଏକ ସ୍ଵତନ୍ତ୍ର ପୃଷ୍ଠଭୂମି ରଖି ଆସିଥିବା ବେଳେ ଏବେ ତାହା ଅଣାୟତ୍ତ ହେବାକୁ ବସିଲାଣି । ଲଘୁ ବନଜାତ ଦ୍ରବ୍ୟ ଗୋଷ୍ଠୀ ହାତକୁ ଟେକି ଦେବା ପରେ ଅନ୍ତଃ ରାଜ୍ୟ ଦଲାଲମାନଙ୍କ ପ୍ରବେଶ ଫଳରେ
Read More...

ଅଶ୍ଲୀଳ ମେସେଜ୍‌ ପଠାଉଥିଲେ, ଏବେ ବନ୍ଧାହେଲେ ଡିଇଓ, ବିଇଓ ଓ ପିଇଟି

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ସିଆର୍‌ସିସିଙ୍କୁ ନିର୍ଯ୍ୟାତନା ସହିତ ଅଶ୍ଲୀଳ ମେସେଜ୍‌ କରିବା ମହଙ୍ଗା ପଡିଛି । ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ ଶିକ୍ଷା
Read More...

ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିକାଶ ସମିତି, ଓଡିଶା ତରଫରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି
Read More...

ଟିଟିଲାଗଡ଼ ସବଡିଭିଜନରେ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଗୋୟଲ ପରିବାର ପୁଅ ଝିଅଙ୍କ ସଫଳତା : ଜିଲ୍ଳା ଟପ୍ପର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳୁ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ବାହାରିଛି । ତେବେ ସେଣ୍ଟଆନି ସ୍କୁଲରେ ପଢୁଥିବା ଟିଟିଲାଗଡ଼ର ଗୋଏଲ ପରିବାରର ପୁଅ ଏବଂ ଝିଅମାନେ ବାଜିମାତ କରି ଟପ୍ପର୍ ହୋଇଛନ୍ତି । ଭଲ ପ୍ରତିଶତ ମାର୍କ ରଖି ସ୍କୁଲର ତଥା ଅଞ୍ଚଳ ପାଇଁ ଗୌରବ
Read More...

ଆଇଆଇଏମସିରେ ଓଡ଼ିଆ ପିଜି ଡିପ୍ଲୋମା ଆବେଦନ ଅବଧି ବୃଦ୍ଧି

ଢେଙ୍କାନାଳ, (ପିଆଇବି) : ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି) ପକ୍ଷରୁ ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା କୋର୍ସରେ ନାମଲେଖା ପାଇଁ ଆବେଦନପତ୍ର ଦାଖଲର ଶେଷ ତାରିଖ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଶେଷ ତାରିଖ ୩୦ ଏପ୍ରିଲ ୨୦୨୬ ଥିବାବେଳେ
Read More...

ପୌର ପରିଷଦ ନିକଟରେ ଫେରାଦ ହେଲେ ୩ ୱାର୍ଡର ବାସିନ୍ଦା : ମୌଳିକ ସମସ୍ୟାର ସମାଧାନ ପାଇଁ ୧୦ ଦଫା ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଳିକାର ୱାର୍ଡ ନମ୍ବର ୬, ୭ ଏବଂ ୮ରେ ଦୀର୍ଘଦିନ ହେବ ବିଭିନ୍ନ ସମସ୍ୟାମାନେ ରହିଛି । ସେଥିପାଇଁ ଆଜି ତିନୋଟି ୱାର୍ଡର ବାସିନ୍ଦାମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ଯଥା- ୧. ୱାର୍ଡ ନଂ ୭ ରେ ଅବସ୍ଥିତ ହାଟପଦାପଡ଼ା ପାର୍କର
Read More...

ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଆର୍‌ଜିଏଚ୍‌ରେ ଲାଗିଲା ୨୨ଟି କୁଲର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରରେ ଗ୍ରୀଷ୍ମର ପ୍ରଭାବ ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିବାବେଳେ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ରୋଗୀମାନେ ଡାକ୍ତରଖାନାରେ ଆବଶ୍ୟକ
Read More...

ବାସନ୍ତୀ ପାଠାଗାର ତରଫରୁ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବାସନ୍ତୀ ପାଠାଗାର ତରଫରୁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ପ୍ରସନ୍ନ କୁମାର
Read More...

ବୁଧୁବୀର ଆଇଟିଆଇର ୨୯ତମ ବାର୍ଷିକ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବରଟୋଲି ସ୍ଥିତ ବୁଧୁବୀର ଆଇଟିଆଇର ୨୯ତମ ବାର୍ଷିକ ବୈଠକ ଆଇଟିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆଇଟିଆଇର ଅଧ୍ୟକ୍ଷ ଇସ୍ତାକ ଅହମ୍ମଦ ଖାନ୍‌ଙ୍କ ସଭାପତିତ୍ୱ ଓ ରାଜେଶ ଦଳେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ
Read More...

ମଧୁସୂଦନ ପାଠାଗାରରେ ମଧୁସୂଦନଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ମଧୁସୂଦନ ପାଠାଗାର ଓ ଛେଣ୍ଡ ୱେଲଫେୟାର କମିଟିର ମିଳିତ ଆନୁକୂଲ୍ୟରେ ପାଠାଗାର ଠାରେ କୁଳବୁଦ୍ଧ ମଧୁସୂଦନ ଦାସଙ୍କ ୧୭୯ତମ ଜୟନ୍ତୀ ପାଳନ କରାଯାଇଛି । ପାଠାଗାରର ସଭାପତି ହରିହର ରାଉତରାୟଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ବିଜୟ କୁମାର ବରାଳଙ୍କ
Read More...