ବଲାଙ୍ଗିର ଟାଉନ୍ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍ ପକ୍ଷରୁ ବଣଭୋଜି
ବଲାଙ୍ଗିର, (କେପିଏନ୍ଏସ୍) : ଗତ ୨୯ ତାରିଖ ରବିବାର ଦିନ ବଲାଙ୍ଗିର କଦଳୀମୁଣ୍ଡା ନର୍ସରୀ ଠାରେ ଟାଉନ୍ ଉଚ୍ଚ ବାଳକ ବିଦ୍ୟାଳୟର ୧୯୮୪ ବ୍ୟାଚ୍ ପକ୍ଷରୁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା । ଏହି ବଣଭୋଜିରେ ଦୀର୍ଘ ୪୦ ବର୍ଷ ବ୍ୟବଧାନ ପରେ ସମସ୍ତ ଛାତ୍ରବନ୍ଧୁମାନଙ୍କର ଅପୂର୍ବ ମିଳନ!-->…
Read More...
Read More...