ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସୀ ମାଧ୍ୟମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଥିମଧ୍ୟରୁ ସିଂଖମନ ଠାରୁ ଭୂତିଆରବାହାଲ, ବଲାଙ୍ଗିରଠାରୁ ଅର୍ଜୁନପୁର, ପଥରଚେପା-ଭଇଁଷା, ବଲାଙ୍ଗିର-ଚନ୍ଦନଭାଟି ରାସ୍ତାର ଉନ୍ନତିକରଣ,
Read More...

ଭାରତ-ଜର୍ମାନୀ ମିଳିତ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଜର୍ମାନୀ ଚାନ୍ସେଲର, ମହାମହିମ ଶ୍ରୀ ଫ୍ରେଡ୍ରିକ ମର୍ଜ 12-13 ଜାନୁଆରୀ 2026ରେ ଭାରତକୁ ସରକାରୀ ଗସ୍ତରେ ଆସିଥିଲେ । ଚାନ୍ସେଲରଙ୍କ ସହିତ 23ଜଣ ଅଗ୍ରଣୀ ଜର୍ମାନ ସିଇଓ ଏବଂ ଶିଳ୍ପପତିଙ୍କ ସମେତ ଏକ
Read More...

ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ : ନବସୃଜନ, ଉଦ୍ୟମିତା, ପ୍ରଶାସନ, ଏବଂ କୂଟନୀତି କ୍ଷେତ୍ରରେ…

• ଜେଏନୟୁର ଡିଗ୍ରୀ କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ସମାଜ ପ୍ରତି ଏକ ବଡ଼ ଦାୟିତ୍ୱ• ଗଣତନ୍ତ୍ରର ସୁରକ୍ଷା ଓ ଅର୍ଥନୈତିକ ପ୍ରଗତିର ଦାୟିତ୍ୱ ନେବା ଦରକାର ଜେଏନୟୁ• ଏନୟୁର ଏକାଡେମିକ ଉତ୍କର୍ଷତା ଏବଂ ଦେଶ ଗଠନରେ ଏହାର ଭୂମିକା ଉପରେ କହିଲେ ନୂଆଦିଲ୍ଲୀ, (ପିଆଇବି) : ଶିକ୍ଷା କେବଳ
Read More...

ଏକତା ମହୋତ୍ସବରେ ସୁନ୍ଦରଗଡ ଜିଲ୍ଲା ପତଞ୍ଜଳି ଯୋଗ ପରିବାର ତରଫରୁ ଯୋଗ ମାଧ୍ୟମରେ ଜନତାଙ୍କୁ ସଚେତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ଏକତା ମହୋତ୍ସବ ୨୦୨୬ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ଆମ ସଂଗଠନ ସହିତ ବିଭିନ୍ନ ସଙ୍ଗଠନ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଥିଲେ । ସଂଗଠନର ସହ ରାଜ୍ୟ
Read More...

ଯୁବ ହଷ୍ଟେଲର ୪୭ ତମ ବାର୍ଷିକ ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ, ରାଉରକେଲା ଶାଖାର ୪୭ ତମ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ, ଅନିଲ କୁମାର ମଲ୍ଲିକ ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର
Read More...

ବଡ଼ ବିମାନ ଦୁର୍ଘଟଣା ପରେ ସମସ୍ତେ ସୁରକ୍ଷିତ ଏହା ଅବିଶ୍ୱସନୀୟ : ରାଜ୍ୟ ପରିବହନ ମନ୍ତ୍ରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ପ୍ରତି ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ଇଣ୍ଡିଆ ୱାନ୍ ଏୟାର ବିମାନ ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଆହତ ହୋଇ ବଞ୍ଚିଯାଇଥିବାରୁ ରବିବାର ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ
Read More...

କଲଚରାଲ ଏକାଡ଼େମୀ, ରାଉରକେଲା ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ”ର ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡ଼େମୀର ଆୟୋଜିତ “୩୮ତମ ଲୋକନାଟକ ମହୋତ୍ସବ"ର ଉଦ୍‌ଯାପନୀ ସନ୍ଧ୍ୟାର ରଙ୍ଗକର୍ମୀ, ରାଉରକେଲା ନାଟ୍ୟ ସଂସ୍ଥା ପ୍ରଦର୍ଶନୀମୂଳକ ନାଟକ– ‘ମାସୁଲ’କୁ ଉଦ୍‌ଘାଟନ କରିଥିଲେ ବିଚାରକ ଦ୍ୱୟ ଅବଦୁଲ ଜମାଲ ଖାଁ ଓ ଶିବଲାଲ୍ ସାଗର । ଏହାପରେ ପୁରସ୍କାର
Read More...

କୁର୍ଲୁବାହାଲ ମଧୁସୂଦନ ହୃଷୀକେଶ ମେହେର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରତିଷ୍ଠାତା ସ୍ଵର୍ଗତ ମଧୁସୂଦନ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୁର୍ଲୁବାହାଲ ଗ୍ରାମରେ ଥିବା ମଧୁସୂଦନ ହୃଷୀକେଶ ମେହେର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ମଧୁସୂଦନ ମେହେରଙ୍କ ପ୍ରତିମୂର୍ତ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା କଣ୍ଟାବାଞ୍ଜି
Read More...

ମାକ୍ରିପଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସ୍ୱାମୀ ବିବେକାନନ୍ଦ ସେବା ଟ୍ରଷ୍ଟ, ମାକ୍ରିପଡ଼ାର ସଭାପତି ସଦାନନ୍ଦ ବଞ୍ଛୋରଙ୍କ ଅଧ୍ୟକ୍ଷତାରେ ତଥା ବିଶେଷ ପରାମର୍ଶଦାତା ସନ୍ତ ଛତର, ସାଧୁଚନ୍ଦ୍ର ଛତର ଏବଂ ସିମାନ ଗୌଡ଼ଙ୍କ ପରାମର୍ଶରେ ମହାଉତ୍ସାହର ସହିତ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ
Read More...

ଘୁଷୁରାମୁଣ୍ଡା ଗ୍ରାମରେ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ମୁରିବାହାଲ ଓ ଘୁଷୁରାମୁଣ୍ଡା ବିଜୟୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ନେହେରୁ ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ୧୭ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସୋମବାର ସ୍ଥାନୀୟ ସ୍କୁଲ ଖେଳପଡ଼ିଆରେ ଅନୁଷ୍ଠିତ
Read More...