ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ରହଣୀ ଦାବୀ କଲେ ଛତ୍ରପୁର ବିଧାୟକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ଏହି ଦୁଇ ଦୂରଗାମୀ ଟ୍ରେନ୍ ଛତ୍ରପୁର ରେଳଷ୍ଟେସନରେ ରହଣି ନିମନ୍ତେ ଦାବୀ ହୋଇଛି । ଲୋକଙ୍କର ଦୀର୍ଘଦିନର ଏହି ଦାବୀକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର!-->…
Read More...
Read More...