ନବବର୍ଷରେ ଗାଁ ବୁଲିଲେ ନରସିଂହ : ଶୁଭେଚ୍ଛା ଜଣାଇ ଲୋକଙ୍କ ସମସ୍ୟା ଶୁଣିଲେ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନବବର୍ଷ ଅବସରରେ ବଲାଙ୍ଗିର ସଦର ବ୍ଲକର ବିଭିନ୍ନ ଗାଁ ବୁଲି ଲୋକଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ଜାଗାରେ ଲୋକଙ୍କ ଠାରୁ ସେମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଅବଗତ ହେଲେ । ୨୦୨୫ ନୂତନ ବର୍ଷ ଅବସରରେ!-->…
Read More...
Read More...