ବଲାଙ୍ଗିର ଲୋକ ଉତ୍ସବ ୨୦୨୬ : ବହୁଭାଷୀ କବିତା ପାଠୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଲୋକ ଉତ୍ସବ ସଂପାନ କମିଟି ଅଧ୍ୟକ୍ଷ ପରାଶର ବାଗଙ୍କ ଅଧ୍ୟକ୍ଷତାରେ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । କୋଶଳ କଳା ମଣ୍ଡଳ ପଡିଆ ପୁରୁଣା ମଂଚରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି ଏବଂ ସମ୍ମାନିତ ଅତିଥି ଜିଲ୍ଲା…
Read More...

ତୁରେକେଲା ବ୍ଲକ ସ୍ତରୀୟ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ତୁରେକେଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ମହା ଆଡମ୍ବରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।…
Read More...

ନୂତନ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡାଙ୍କ ଯୋଗଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ନୂତନ ଶିଶୁ ସୁରକ୍ଷା ଅଧିକାରୀ ଭାବେ ବିକ୍ରମ ପଣ୍ଡା ଯୋଗଦାନ କରିଛନ୍ତି । ସେ ପୂର୍ବରୁ ଶିଶୁ ହେଲ୍ପ ଲାଇନ ବଲାଙ୍ଗିରରେ ଜିଲ୍ଲା ସଂଯୋଜକ ଭାବେ କାମ କରିଥିଲେ । ତାଙ୍କର ଶିଶୁ ସୁରକ୍ଷା ଉପରେ କରିଥିବା କାମର ଅନୁଭୂତି ବେଶ୍ ଉପଯୋଗ…
Read More...

ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପକଣ୍ଠରେ ଥିବା ପଥରଚେପା ପାର୍ବତୀ ଗିରି ବାଳନିକେତନଠାରେ ଏହି ଆଶ୍ରମର ସଂସ୍ଥାପିକା ତଥା ସ୍ୱାଧିନତା ସଂଗ୍ରାମୀ, ସମାଜସେବିକା ବହ୍ନୀକନ୍ୟା ପାର୍ବତୀ ଗିରିଙ୍କର ଜନ୍ମ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ବାଳନିକେତନର ସଭାପତି ସୁଶ୍ରୀ…
Read More...

ରାଉରକେଲାରେ ଯୁବ ପ୍ରତିଭାଙ୍କୁ ନେଇ ସଙ୍ଗୀତ ମହୋତ୍ସବ : ମୁଁ ଖାଣ୍ଟି ଓଡ଼ିଆ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଯୁବ ପ୍ରତିଭାମାନଙ୍କୁ ନେଇ ଏକ ସଙ୍ଗୀତ ମହୋତ୍ସବ "ମୁଁ ଖାଣ୍ଟି ଓଡ଼ିଆ" ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଜସ୍କର ସାଂସ୍କୃତିକ ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନା…
Read More...

ରାଉରକେଲାରେ ବିଜେପିର ବିକଶିତ ଭାରତ (ଭିବି) ଜୀ ରାମ ଜୀ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗାନ୍ଧୀଜୀଙ୍କ ସମ୍ପୂର୍ଣ୍ଣ ଗ୍ରାମ୍ୟ ସ୍ୱରାଜ ପରିକଳ୍ପନାକୁ ସାକାର କରିବାରେ ବିଫଳ ହୋଇଥିଲା ମନେରଗା । ତଳସ୍ତର ଠାରୁ ଉପରସ୍ତର ପର୍ଯ୍ୟନ୍ତ ପ୍ରାଶାସନିକ ବ୍ୟବସ୍ଥାରେ ଅତ୍ୟନ୍ତ ଦୁର୍ନୀତି ହେଉଥିଲା । ଶ୍ରମିକଙ୍କୁ ୧୨୫ ଦିନର ରୋଜଗାର ଲକ୍ଷ୍ୟରେ…
Read More...

ମିଳିତ ବିବୃତ୍ତି : ୟୁଏଇ ରାଷ୍ଟ୍ରପତି ମହାମହିମ ଶେଖ୍ ମହମ୍ମଦ ବିନ୍ ଜାୟେଦ ଅଲ୍ ନାହ୍ୟାନଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ, (ପିଆଇବି) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି, ମହାମହିମ ଶେଖ୍ ମହମ୍ମଦ ବିନ୍ ଜାଏଦ ଅଲ୍ ନାହ୍ୟାନ 19 ଜାନୁଆରୀ 2026 ରେ ଭାରତକୁ ସରକାରୀ ଗସ୍ତ କରିଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ଏହା ମହାମହିମ ଶେଖ୍…
Read More...

ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କଲେ କୁଳପତି ପ୍ରଫେସର ଉମା କାଞ୍ଜିଲାଲ

ଭୁବନେଶ୍ୱର, (ପିଆଇବି) : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର କୁଳପତି ପ୍ରଫେସର ଉମା କାଞ୍ଜିଲାଲ ସୋମବାର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଓ କୌଶଳ କେନ୍ଦ୍ର ପରିଦର୍ଶନ କରିଛନ୍ତି । କୁଳପତିଙ୍କ ଗସ୍ତ ସ୍ଥାନୀୟ ଅଞ୍ଚଳରେ ମୁକ୍ତ ଏବଂ…
Read More...

ମୌନି ଅମାବାସ୍ୟା ସମୟରେ ଭାରତୀୟ ରେଳବାଇ ଚଳାଇଲା ୨୪୪ଟି ସ୍ୱତନ୍ତ୍ର ଟ୍ରେନ୍

ଦୁଇ ସପ୍ତାହରେ ୪.୫ ଲକ୍ଷରୁ ଅଧିକ ଯାତ୍ରୀ ପରିବହନପ୍ରୟାଗରାଜରେ ଏକ ଦିନରେ ୪୦ ସ୍ୱତନ୍ତ୍ର ଟ୍ରେନ୍, ୧ ଲକ୍ଷ ଯାତ୍ରୀଙ୍କୁ ସେବା ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ରେଳବାଇ ମୌନି ଅମାବାସ୍ୟା ସମୟରେ ରେଳ ଯାତ୍ରାକୁ ସଫଳତାର ସହ ପରିଚାଳନା କରିଥିଲା, ୩ ଜାନୁଆରୀ ୨୦୨୬ ଠାରୁ ସାରା ଦେଶରେ…
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ଜାନୁଆରୀ ୨୫ ତାରିଖ ମେଗା ମାରାଥନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜାନୁଆରୀ ମାସ ୨୫ ତାରିଖରେ ଗୋପାଳପୁର ବେଳାଭୂମି ମହୋତ୍ସବର ମେଗା ମାରାଥନ୍ ପ୍ରତିଯୋଗିତା ସଙ୍ଗଠିତ ହେବ ବୋଲି ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଗୋପାଳପୁର ବେଳାଭୂମି ମହୋତ୍ସବକୁ ଅଧିକ ପ୍ରାଣବନ୍ତ କରିବାପାଇଁ ବାଳକ ଓ ବାଳିକାଙ୍କ ମଧ୍ୟରେ…
Read More...