୨୦୨୬ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାରତର ନଦୀ ଏବଂ ନଦୀ ସୁରକ୍ଷାକାରୀଙ୍କୁ ସମ୍ମାନ
ନଦୀ ନାମରେ ଏନକ୍ଲୋଜର ନାମକରଣ; ନଦୀ ସଂରକ୍ଷକ ଓ ଗଙ୍ଗା ପ୍ରହରୀ ଜାତୀୟ ଉତ୍ସବରେ ସାମିଲ
ନୂଆଦିଲ୍ଲୀ, (ପିଆଇବି) : ନଦୀ ହେଉଛି ସଭ୍ୟତାର "ଜୀବନରେଖା"। ଆମ ସଂସ୍କୃତିର ଗଭୀର ଅଭିବ୍ୟକ୍ତି ତଥା ଐତିହ୍ୟ ବିବିଧତାର ଭଣ୍ଡାର। ଚଳିତ ବର୍ଷ ଏକ ନିଆରା ପଦକ୍ଷେପ ସ୍ୱରୂପ, ସାଧାରଣତନ୍ତ୍ର ଦିବସ!-->!-->!-->…
Read More...
Read More...