ଚୁଡାପାଲି ନିକଟରେ ଅଜଣା ଗାଡି ଧକ୍କାରେ ଯୁବକ ଗୁରତର ଓଡିଶା By Koshala Prabaha On Tuesday 17th May 2022, 9:19 am Share ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଭୋର ସକାଳୁ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ନିକଟରେ ଗୋଟିଏ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରତର ଆହତ ହୋଇ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଯୁବକ ଜଣକ ହେଲେ ସୁପଟପାଲିର ବନମାଳୀ ଧରୁଆ ବୋଲି ଜଣାପଡିଛି । balangir news