csstore

ରଣ୍ଡା ଗ୍ରାମରେ ଆଦିତ୍ୟ ବାହିନୀ ଶାଖା ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଳା ବ୍ଲକ ରଣ୍ଡା ଗ୍ରାମରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ସକାଶେ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଶାଖା ଗଠନ କରାଯାଇଥିଲା । ଅନନ୍ତ ବିଭୂଷିତ ଶ୍ରୀ ପୂଜ୍ୟପାଦ ଶ୍ରୀ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ମଠର ପୀଠାଧିଶ୍ୱର ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜଙ୍କ ତତ୍ତ୍ଵାବଧାନରେ ବଲାଙ୍ଗିର ଜିଲ୍ଲାର କ୍ଷେତ୍ରୀୟ ସଂପାଦକ ବିପିନ ବିହାରୀ ପଣ୍ଡା ମହୋଦୟ ଏବଂ ଜିଲ୍ଲା କମିଟିର ବରିଷ୍ଠ ସଭ୍ୟ ଅଶୋକ କୁମାର ମିଶ୍ରଙ୍କର ଉପସ୍ଥିତିରେ ଏକ କମିଟି ଗଠନ କରାଯାଇଥିଲା ।

jayashree
Leave A Reply

Your email address will not be published.