ସରପଞ୍ଚ ପଦରେ ବିଜୟ ଲାଭ କଲେ ୬୬ ବର୍ଷର ବୃଦ୍ଧା

ବଲାଙ୍ଗିର, ( କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅନେକ ଯୁବକ, ମହିଳା ମାନେ ସରପଞ୍ଚ ପଦରେ ନିର୍ବାଚିତ ହୋଇଛନ୍ତି । କିନ୍ତୁ ଲୋଇସିଂହା ବ୍ଳକ ଉପରବାହାଲ ଗ୍ରାମପଞ୍ଚାୟତରେ ଜଣେ ୬୬ ବର୍ଷର ବୃଦ୍ଧା ଶ୍ରୀମତୀ କ୍ଷୀରାଧୀ ସାହୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଯମୁନା ବିଶ୍ୱାଳଙ୍କ ଠାରୁ ୮୧୧ ଖଣ୍ଡ ଅଧିକ ଭୋଟ ପାଇ ସରପଞ୍ଚ ପଦରେ ବିଜୟୀ ହୋଇଛନ୍ତି ।

Leave A Reply

Your email address will not be published.