
ପାଟଣାଗଡ଼, (ଗୋରେଖ ନାଥ ବରିହା) : ପାଟଣାଗଡ଼ ଜବାହରଲାଲ ମହାବିଦ୍ୟାଳୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗଣତିରେ ଜୋନ ନଂ. ୨୬ରେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଅନିମା ଦାସଙ୍କ ଠାରୁ ବିଜେଡି ପ୍ରାର୍ଥୀ ଯମୁନା ମାଝୀ ୧୫ ଖଣ୍ଡ ବ୍ୟବଧାନ ଭୋଟରେ ଆଗୁଆ ରହିଛନ୍ତି ।