csstore

ଦୁର୍ଗାପାଲି ଛକରେ ଅବକାରୀ ବିଭାଗର ଚଢ଼ାଉ : ନକଲି ମଦ ଜବତ ସହ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅବକାରୀ ବିଭାଗ ତରଫରୁ ପୁଇଁନ୍ତଲା ବ୍ଲକ ଦୁର୍ଗାପାଲି ଛକଠାରେ ନକଲି ମଦ ଜବତ ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଦୁର୍ଗାପାଲି ଗ୍ରାମର ଅନନ୍ତ ସୌର ନାମକ ଜଣେ ବ୍ୟକ୍ତି ଦୀର୍ଘ ମାସରୁ ଜଣଙ୍କ ଘରେ ବିପୁଳ ପରିମାଣରେ ବିଦେଶୀ ମଦ ବିକ୍ରି କରିଆସୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ବେଆଇନ ଭାବେ ବିକ୍ରି କରୁଥିବା ବେପାରୀକୁ ଜାଲିୟାତି ବିଦେଶୀ ମଦ ଏବଂ ଛାପାଥିବା ଖାଲି ବୋତଲ ସହ ମଦ ବେପାରୀ ଅନନ୍ତ ସୌରଙ୍କୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

jayashree
Leave A Reply

Your email address will not be published.