oom

ଆଉ ଜଣେ ବ୍ରାଉନ ସୁଗାର ମାଫିଆ ଗିରଫ

jsmm

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଗତକାଲି ମୋଷ୍ଟ ୱାଣ୍ଟେଡ ବ୍ରାଉନ ସୁଗାର ମାଫିଆ ଶିବ ପ୍ରସାଦ ଦାସ ଓରଫ ଶିବୁକୁ ପାହଳ ଅଞ୍ଚଳରୁ ଗିରଫ କରିଥିବା ବେଳେ ଆଜି ତା’ର ଜଣେ ସହଯୋଗୀ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଏମ୍‌ଡି ରାଜାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.