jayashree

ଗୀତାଞ୍ଜଳି ରଥଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କ୍ଲବ ପଡ଼ାର ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ଚିନ୍ତାମଣି ରଥଙ୍କ ପତ୍ନୀ ଗୀତାଞ୍ଜଳି ରଥ(୯୦)ଙ୍କ ଦେହାନ୍ତ ହୋଇଯାଇଛି । ଅନେକ ଦିନରୁ ସେ ଅସୁସ୍ଥ ହୋଇ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ତାଙ୍କ ଘରେ ଚିକିତ୍ସିତ ହେଉଥିଲେ । ଗତକାଲି ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଶେଷ ସମୟରେ ତାଙ୍କ ଚାରି ଝିଅ ଓ ତାଙ୍କ ସାନ ପୁଅ ଅଶୋକ ରଥ ଉପସ୍ଥିତ ଥିଲେ ।

Leave A Reply

Your email address will not be published.