ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହେଲା ଶିମିଳିପାଳ

ବାରିପଦା, (କେପିଏନ୍‌ଏସ୍‌) : ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳକୁ ବନ୍ଦ କରିଛନ୍ତି କର୍ତ୍ତୃପକ୍ଷ । ତେବେ ଅଭୟାରଣ୍ୟରେ ପ୍ରବଳ ବର୍ଷା ଯୋଗୁଁ ଏହାକୁ ବନ୍ଦ କରିଛି ବନବିଭାଗ ବୋଲି ସୂଚନାରେ କୁହାଯାଇଛି । ଉତ୍ତର ଶିମିଳିପାଳର ଡେପୁଟି ଡିରେକ୍ଟର ସାଇ କିରଣ ଡି. ଏନ୍ ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.