csstore

୩୩ ନଂ ଜୋନ୍‌ର ପ୍ରାର୍ଥିନୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଲୋଇସିଂହା ବିଧାୟକ ଡ. ମୁକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୩୩ ନଂ. ଜୋନ୍‌ର ପ୍ରାର୍ଥିନୀ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ପାଇଁ ଲୋଇସିଂହା ବିଧାୟକ ଡ. ମୁକେଶ ମହାଳିଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ବିଧାୟକ ଶ୍ରୀ ମହାଳିଙ୍ଗ ୩୩ ନଂ. ଜୋନ୍‌ର ଗୁର୍ଜିଭଟା, କେଉଁଟିପାଲି, ଛେଲବ।ହ।ଲ, ମହାରପାଲି, ଅଗଲାପାଲି, ଭାଲିଆମୁଣ୍ଡା, କଦଳିପାଲି, ବିଶ୍ୱାଳପାଲି, ବାଦୀବାହାଲ, ଯୋଗୀସର୍ଡ଼ା, ଭାଲୁପାଲି ଗ୍ରାମରେ ଘରକୁ ଘର ଯାଇ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଲକ୍ଷ୍ମୀ ପ୍ରିୟା ମିଶ୍ରଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଉତ୍ସାହିତ କରିଥଲେ ଓ ଭାଲୁପାଲି ଗ୍ରାମର ୱାର୍ଡ଼ ମେମ୍ବର (ନିର୍ଦ୍ଵନ୍ଦରେ ନିର୍ବାଚିତ) ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ।

jayashree
Leave A Reply

Your email address will not be published.