ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୩ଜଣ, ବଲାଙ୍ଗିର ବ୍ଲକରୁ ଜଣେ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୮ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ୭ଜଣ, ବେଲପଡ଼ା ବ୍ଲକରୁ ୧୧ଜଣ, ଦେଓଗାଁ ବ୍ଲକରୁ ୩ଜଣ, ଗୁଡ଼ଭେଲା ବ୍ଲକରୁ ୯ଜଣ, କଣ୍ଟାବାଞ୍ଜି ଏନ୍ଏସିରୁ ୩ଜଣ, ଖପ୍ରାଖୋଲ ବ୍ଲକରୁ ୧୭ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ଼ ବ୍ଲକରୁ ୧୪ଜଣ, ପୁଇଁନ୍ତଲା ବ୍ଲକରୁ ଜଣେ, ସଇଁନ୍ତଲା ବ୍ଲକରୁ ୨ଜଣ, ଟିଟିଲାଗଡ଼ ବ୍ଲକରୁ ୮ଜଣ, ଟିଟିଲାଗଡ଼ ମ୍ୟୁନିସିପାଲିଟିରୁ ୫ଜଣ ଚିହ୍ନଟ ହୋଇଥିବା ସୂତ୍ରରେ କୁହାଯାଇଛି ।

Prev Post