oom

କୁକୁଡା ବୋଝେଇ ଭ୍ୟାନ୍‌ ଖସି ପଡିଲା ଡ୍ରେନ ଭିତରେ

jsmm

କରଞ୍ଜିଆ : ଭାରସାମ୍ୟ ହରାଇ ଏକ କୁକୁଡା ବୋଝେଇ ଭ୍ୟାନ୍‌ ଡ୍ରେନ ଭିତରକୁ ଖସି ପଡିଥିବା ଜଣାପଡିଛି । ସୂଚନା ଅନୁସାରେ କରଞ୍ଜିଆ ଗେଲେଇ ବାଇପାସ ମହାବୀର ଛକ ନିକଟରେ ବଳମ୍ବିତ ରାତି ପ୍ରାୟ ୪ଟା ୩୦ମିନିଟରେ ଠାକୁରମୁଣ୍ଡାରୁ ବାହୁଡାଗୁଡା ଯାଉଥିବା ଏକ କୁକୁଡା ବୋଝେଇ ଭ୍ୟାନ୍‌ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ରାସ୍ତାକଡ ଏକ ଡ୍ରେନ ଭିତରକୁ ଗଳି ପଡିଥିବା ବେଳେ ଡ୍ରାଇଭର ଜଣକ ଆହତ ହୋଇ କରଞ୍ଜିଆ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଉକ୍ତ ଗାଡିରେ ବୋଝେଇ ହୋଇଥିବା କୁକୁଡାମାନେ ମରି ରାସ୍ତା କଡରେ ପଡିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.