csstore

ଜମଲା ଗ୍ରାମ ପଞ୍ଚାୟତରେ ସରପଞ୍ଚ ହେଲେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅଧୀନସ୍ଥ ଜମଲା ଗ୍ରାମ ପଞ୍ଚାୟତରେ ନିଦ୍ୱର୍ନ୍ଦରେ ଐଶ୍ୱର୍ଯ୍ୟା ପାଣିଗ୍ରାହୀ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ପଦ୍ମପୁର ବ୍ଲକ ଯୁବ ବିଜେଡ଼ି ସଭାପତି ମନୋରଂଜନ ପୁରୋହିତଙ୍କ ଧର୍ମପତ୍ନୀ ତଥା ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ପ୍ରଦୀପ କୁମାର ଖମାରୀଙ୍କ ଭାଣଜୀ ଐଶ୍ୱର୍ଯ୍ୟା ଜମଲା ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସମର୍ପିତ ରହିବେ ବୋଲି ମତ ଦେଇଛନ୍ତି ।

jayashree
Leave A Reply

Your email address will not be published.