ମିର୍ଦ୍ଧାପାଲି ପଂଚାୟତରୁ ପ୍ରଚାର ଆରମ୍ଭ କଲେ ବିଜେଡିର ୨୨ ନଂ ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅନାମିକା ହୋତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମିର୍ଦ୍ଧାପାଲି ପଂଚାୟତରୁ ବିଜୁ ଜନତା ଦଳର ୨୨ ନଂ.ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଅନାମିକା ହୋତା ଘରକୁ ଘର ବୁଲି ପ୍ରଚାର ଆରମ୍ଭ କରି ଜନତାଙ୍କ ଆଶିର୍ବାଦ ଲୋଡିଛନ୍ତି । ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହେଲେ ଜିଲ୍ଲା ପରିଷଦ ୨୨ ନଂ. ଜୋନର ସର୍ବ ବିଧ ଉନ୍ନତି ସକାଶେ ପ୍ରାଣପଣେ କାମ କରିବେ ବୋଲି ମତଦାତାଙ୍କୁ କହିଛନ୍ତି ।

Leave A Reply

Your email address will not be published.