ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଚାଳଘର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ବିଜୟ ରାଉତରାୟଙ୍କ ଦୁଇ ବଖରା ଚାଳଘର ମଙ୍ଗଳବାର ରାତ୍ର ୮ଟା ୩୦ରେ କୌଣସି କାରଣରୁ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳଛି । ଖବର ପାଇ କଣାସ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ଘରର ଆସବାବ ପତ୍ର, ଟଙ୍କା, ଧାନ, ଚାଉଳ, ଲୁଗାପଟା ଆଦି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.