jayashree

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି : ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ

ଭୁବନେଶ୍ୱର : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଲେଖିଲେ ଚିଠି । ଝିଅଙ୍କର ବିବାହ ବୟସ ନ ବଢାଇ ପୁଅଙ୍କର ବୟସ କମାଇବାକୁ ଦାବୀ କଲେ । ଝିଅଙ୍କର ସର୍ବନିମ୍ନ ବିବାହ ବୟସ ୨୧କୁ ବୃଦ୍ଧି କରିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରସ୍ତାବର ପୁନଃବିଚାର ପାଇଁ ଅନୁରୋଧ କରିଛନ୍ତି ଆୟୋଗ । ଉଭୟ ଝିଅ ଓ ପୁଅଙ୍କ ବିବାହ ବୟସ ୧୮ ରଖିବାକୁ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ତଥା ଯୁବ କ୍ରୀଡାର ସଂସଦୀୟ କମିଟି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ସେ କହିଛନ୍ତି , ବିବାହ ବୟସ ୨୧ ବର୍ଷ ବୟସକୁ ବୃଦ୍ଧି କରାଗଲେ ବିବାହ ବନ୍ଦ ହେବ ନାହିଁ ବରଂ ଆଇନ, ପରମ୍ପରା ଓ ଚଳଣି ଚାପଗ୍ରସ୍ତ ହେବ ।

Leave A Reply

Your email address will not be published.