ppurohit

ନବବର୍ଷ ଉପଲକ୍ଷେ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ

2nd

ସଇଁନ୍ତଲା, (ଅଜିତ କୁମାର ସାହୁ) : ନବବର୍ଷ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାର ସଇଁନ୍ତଲା ବ୍ଲକ କୁମ୍ଭାରୀ ଗାଁରେ ଆଦିବାସୀ କଲ୍ୟାଣ ସଂଘ ତରଫରୁ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଦିବାସୀ ସଂଘ କୁମ୍ଭାରୀର ସଭାପତି ପ୍ରଶନ୍ନ କୁମାର ମଲ୍ଲିକ, କୁମ୍ଭାରୀର ସରପଞ୍ଚ ମନୋଜ କଠାର, ଘନଶ୍ୟାମ ପଶାୟତ, ଅଜନ୍ତା ବୁଡେକ, ମଲ୍ଲିକ କୁଅଁର, ଇଶିତା ବୁଡେକ, କରିସ୍ମା ବେହେରା, ସୁରଜ୍ ଭୋଇ, ଶୁଭମ ବଗର୍ତ୍ତି, ଫିରୋଜ କୁଅଁର, ଶୁଭଶ୍ରୀ ବେହେରା, ବିଘ୍ନରାଜ ମଲ୍ଲିକ, ହେମାବନ୍ତି ମଲ୍ଲିକ, କରନ୍ତି ମାଝୀ, ରିମା ବେହେରା, ଶୁବିନ୍ଦା ମଲ୍ଲିକ, ଅରବିନ୍ଦ ଛତ୍ରିଆ, ପ୍ରମୋଦ ମନହିରା ସମସ୍ତେ ସହଯୋଗ କରିବା ସାଙ୍ଗେ ଏକଲବ୍ୟ କୋଚିଙ୍ଗ ସେଣ୍ଟରର ଆୟୋଜନ କରିଥିଲେ ।

Leave A Reply

Your email address will not be published.