oom

ତୁଷୁରା ପୋଲିସ ଦ୍ୱାରା ଜଣେ ସାଇକେଲ ଚୋର ଗିରଫ : ୧୩ ଗୋଟି ସାଇକେଲ ଜବତ

jsmm

ତୁଷୁରା : ତୁଷୁରା ପୋଲିସ ଦ୍ୱାରା ଜଣେ ସାଇକେଲ ଚୋର ଗିରଫ ହୋଇଥିବା ଜଣାପଡିଛି । ସୂଚନା ମତେ ତୁଷୁରା ପୋଲିସ ଗତକାଲି ଏକ ସାଇକଲ ଚୋରକୁ ଗିରଫ କରି ତା’ ପାଖରୁ ୧୩ ଗୋଟି ସାଇକେଲ ଜବତ କରିଥିବା ବେଳେ ତା’ ପାଖରୁ ୧୩ ଗୋଟି ସାଇକେଲ ମଧ୍ୟ ଜବତ କରାଯାଇଥିବା ନେଇ ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଗିରଫ ହୋଇଥିବା ଏହି ସାଇକେଲ ଚୋର ଜଣକ ରାମପୁର ଥାନା ମୋହନଗିରୀ ବଜାରପଡାର ଅଜିତ ବୁଡେକ ।

jittmm
Leave A Reply

Your email address will not be published.