ଗାନ୍ଧୀଜୀଙ୍କ ଅହିଂସା ଓ ଶାସ୍ତ୍ରୀଜୀଙ୍କ କର୍ତ୍ତବ୍ୟବୋଧ ସମାଜକୁ ନବ ଦିଗନ୍ତ ଦେଖାଉ – ଡ. ହେମନ୍ତ କୁମାର ଦାଶ
ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀଙ୍କୁ!-->…
Read More...
Read More...