ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣା : ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ଇସ୍ତଫା ଦାବୀରେ ଭାଜପା ପକ୍ଷରୁ ମୋଟର ସାଇକେଲ ରାଲି

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ମମିତା ହତ୍ୟାକାଣ୍ଡରେ ଉପଯୁକ୍ତ ତଦନ୍ତ ଏବଂ ମନ୍ତ୍ରୀଙ୍କ ସପୃକ୍ତି ଇସ୍ତଫା ଦାବୀରେ ମୋଟର ସାଇକେଲ ରାଲିରେ ବାହାରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ଆନ୍ଦୋଳନରେ ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଦସ୍ୟ ଦେବ ଦେବ ସିଂଦେଓ, ଭାଜପା ଜିଲ୍ଲା ଅନୁସୂଚିତ ମୋର୍ଚ୍ଚା ଜିଲ୍ଲା ସଭାପତି କେଦାର ଜଗତ, ନେତୃତ୍ୱ ନେଇଥିବା ବେଳେ ବହୁ କର୍ମୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.