ପିପିଲି ଉପନିର୍ବାଚନ : ୯ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୯୩୮୨ ଭୋଟ୍‌ରେ ଆଗରେ

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଉପନିର୍ବାଚନ ପାଇଁ କାଉଣ୍ଟିଂ ଜାରିରହିଥିବା ବେଳେ ୯ମ ରାଉଣ୍ଡ ଶେଷ ସୁଦ୍ଧା ୯୩୮୨ ଭୋଟ୍‌ରେ ଆଗରେ ରହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ୩୪୯୧୩ ଭୋଟ୍ ହାତେଇଥିବା ବେଳେ ବିଜେପିକୁ ୨୫୫୩୧ ଭୋଟ୍ ଓ କଂଗ୍ରେସକୁ ୨୨୮୧ ଭୋଟ୍ ମିଳିଛି । ଏତଦ୍ ବ୍ୟତୀତ ନୋଟାରେ ୩୩୭ଟି ଭୋଟ୍ ମିଳିଥିବା ସୂଚନା ମଳିଛି ।

Leave A Reply

Your email address will not be published.