jsm

ଫଟାମୁଣ୍ଡାରେ ୩୧୫ ଜଣଙ୍କୁ କରୋନା ଟୀକା ଦିଆଗଲା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଆଜି ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଫଟାମୁଣ୍ଡାରେ ଗାଁ କଲ୍ୟାଣ ସମିତି ସହଯୋଗରେ ୩୧୫ ଜଣଙ୍କୁ କରୋନା ଟୀକା ଦିଆଗଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କର୍ମୀ କୁଞ୍ଜଳତା ନାୟକ, ନିବେଦିତା ପୁରୋହିତ, ଶ୍ରୀକାନ୍ତ ସାହୁ, ଦୁସମନ୍ତ ନାୟକ, ଧର୍ମାନନ୍ଦ ଗିରୀ ମନରଞ୍ଜନ ସାହୁ, ଆଶା କର୍ମୀ କମଳା କୁମ୍ଭାର, ଅଙ୍ଗନବାଡି ମମତା ସେଟ, ଝରଣା ବାଗ ଗାଁ ସଭାପତି ଗୋପବନ୍ଧୁ ଶିକା, ସୁରେଶ, ଭୋଜରାଜ, ଜୟନ୍ତ, ଅଭିମନ୍ୟୁ, ଭୀଷ୍ମ, ତ୍ରିଲୋଚନ, ପଦ୍ମିନୀ, ହେମକାନ୍ତି ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ହୋଇଥିଲା ।

yuvodaya
Leave A Reply

Your email address will not be published.