oom

ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୧୨

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୫୩ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲି ଅଂଚଳରୁ ୧୨ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୧ରୁ ୧, ୧୨ରୁ ୧, ୧୮ରୁ ୪ ଏବଂ ୨୦ରୁ ୬ ଜଣ ସଂକ୍ରମିତ ହୋଇଥିବା କୁହାଯାଇଛି । ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ବେନ୍ଦ୍ରା ଗ୍ରା.ପ.ରୁ ୧, ବେଲପଡ଼ା ବ୍ଲକ୍‌ ବେଲପଡ଼ା ଗ୍ରା.ପ.ରୁ ୧ ଓ ଖଲିପଥର ଗ୍ରା.ପ.ରୁ ୧, ଦେଓଗାଁ ବ୍ଳକ୍‌ ବଡ଼ବାହାଲ ଗ୍ରା.ପ.ରୁ ୧, କଣ୍ଟାବାଂଜି ଏନ୍‌ଏସି. ୱାର୍ଡ ନଂ.୫ରୁ ୧, ୬ରୁ ୧, ୮ରୁ ୧, ଲୋଇସିଂହା ବ୍ଲକ୍‌ ଲୋଇସିଂହା ଗ୍ରା.ପ.ରୁ ୧, ସରଗାଡ଼ ଗ୍ରା.ପ.ରୁ ୧, କୁଟେନ୍‌ପାଲି ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ଗୁଡ଼ଘାଟ ଗ୍ରା.ପ.ରୁ ୧, ମୁରିବାହାଲ ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ପଣ୍ଡାମୁଣ୍ଡା ଗ୍ରା.ପ.ରୁ ୧ ଏବଂ ମଡେ଼ାମହୁଲ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି. ୱାର୍ଡ ନଂ. ୩ରୁ ୧, ପୁଇଁନ୍ତଲା ବ୍ଲକ୍‌ ଅଙ୍କରିଆପଦର ଗ୍ରା.ପ.ରୁ ୧, ବଇଁରାସର ଗ୍ରା.ପ.ରୁ ୧, ଆଠଗାଁ ଗ୍ରା.ପ.ରୁ ୩, ସାଆନ୍ତପୁର ଗ୍ରା.ପ.ରୁ ୧, ମଲମୁଣ୍ଡା ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ୍‌ ସଇଁନ୍ତଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ ଖୋଲାନ ଗ୍ରା.ପ.ରୁ ୪, କୁରସୁଡ଼ ଗ୍ରା.ପ.ରୁ ୧, ଜଗୁଆ ଗ୍ରା.ପ.ରୁ ୧, ଲୁଥୁରବନ୍ଧ ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି. ୱାର୍ଡ ନଂ.୧ରୁ ୧, ୨, ୨, ୩ରୁ ୧, ୫ରୁ ୧, ୯ରୁ ୧, ୧୧ରୁ ୧, ତୁରେକେଲା ବ୍ଳକ୍‌ ତୁରେକେଲା ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ୩ ଜଣ ଆକ୍ରାନ୍ତ ଆଜିର ପ୍ରଦତ୍ତ ତାଲିକାରେ ସଂପୃକ୍ତ ଅଛନ୍ତି । ଆଜିଯାଏଁ ୩୭୭୮ଜଣ ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ବେଳେ ୩୦୯୭ ଜଣ ସୁସ୍ଥ ହୋଇଛନ୍ତି । କରୋନାରେ ୧୮ ଜଣଙ୍କ ଜୀବନହାନୀ ହୋଇଥିବା କୁହାଯାଇଛି ।

jittmm
Leave A Reply

Your email address will not be published.