oom

ସାଦଖୁଆ ଓ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକ୍ରମ

jsmm

ତୁରେକେଲା, (ଗୁରୁଦୟାଲ ହଂସ) : ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତର ଅଙ୍ଗନୱାଡ଼ି କେନ୍ଦ୍ର ‘ଖ’ରେ ଛୋଟ ପିଲାମାନଙ୍କୁ କୃମିନାଶକ ଔଷଧ ଦିଆଯିବା ସହିତ ଗର୍ଭବତୀ ମାଆମାନଙ୍କୁ ସାଦ ଖୁଆଇବା(ଗୋଦ ଭରେଇ) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତିପ୍ରେମୀ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଥବିର ଛତ୍ରିଆ, ୱ।ର୍ଡ ମେମ୍ବର ପଦ୍ମା ମାଝୀଂକ ଉପସ୍ଥିତିରେ ଗର୍ଭବତୀ ମାଆ ଭଗବତୀ ଛତ୍ରିଆ, ଶିବାନୀ ପରାଭୋଇ, ଚନ୍ଦ୍ରାବତୀ ସମରଥଂକୁ ବିଭିନ୍ନ ପ୍ରକାର ପିଠା ଓ ଫଳ ଖୁଆଇ ସେମାନଂକୁ ଆଗାମୀ ଦିନରେ କିପରି କରୋନା ସମୟରେ ସୁସ୍ଥ ରହିବେ, ଉପଦେଶ ଦିଆଯାଇଥିଲା ।

jittmm
Leave A Reply

Your email address will not be published.