oom

କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

jsmm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : ପବିତ୍ର ୭୫ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଧା, ତହସିଲ କାର୍ଯ୍ୟାଳୟରେ ତହସିଲଦାର ବାସନ୍ତୀ ସେଠି, ରିଷିଡା ପଂଚାୟତରେ ସରପଞ୍ଚ ସରସ୍ୱତୀ ମାଝୀ, ରିଷିଡା ପୋଲିସ ଫାଣ୍ଡିରେ କ୍ଷୀରସିନ୍ଧୁ ମାଝୀ, ଜ୍ୟୋତିବିକାଶ କ୍ଲବରେ ଫକୀର ଚରଣ ସାହୁ, ପେକ୍ସରେ ନନ୍ଦକିଶୋର ରଣା, ବିଜେପି କାର୍ଯ୍ୟାଳୟରେ ମଣ୍ଡଳ ପ୍ରଭାରୀ ଘନଶ୍ୟାମ ଗହୀର ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ଅଖଣ୍ଡ ଭାରତର ସୁରକ୍ଷାରେ ସମସ୍ତେ ଜଣେ ଜଣେ ସୈନିକ ବୋଲି ଅଭିହିତ କରିଥିଲେ ।

jittmm
Leave A Reply

Your email address will not be published.